oom

ପ୍ରଧାନମନ୍ତ୍ରୀ ଫସଲ କୃଷି ବୀମାରୁ ବଞ୍ଚିତ ହୋଇଥିବା ବଲାଙ୍ଗିର ସଦର ବ୍ଲକର ଛଅ ଗୋଟି ପଞ୍ଚାୟତ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସାକ୍ଷାତ କଲେ ଅର୍କେଷ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ବଲାଙ୍ଗିର ସଦର ବ୍ଲକର ଛଅ ଗୋଟି ପଞ୍ଚାୟତ ଶିବତଲା, ସାହାଜବାହାଲ, ତୁଷୁରାବାହାଲ, ମାୟାବର୍ହା, ଭୁଣ୍ଡିମୁହାଣ, ଚନ୍ଦନଭାଟିର ଚାଷୀ ପ୍ରଧାନମନ୍ତ୍ରୀ ଫସଲ କୃଷି ବୀମାରୁ ବଞ୍ଚିତ ହୋଇଥିବା ହେତୁ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ବ୍ଲକ ପ୍ରତିନିଧି ତଥା ଶିବତଲା କୃଷି ସେବା ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନ ହୋତା ଓ ସ୍ଥାନୀୟ ଚାଷୀମାନଙ୍କ ସହିତ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ଏକ ଲିଖିତ ଭାବେ ଦାବୀ ଜଣାଇଛନ୍ତି । ଏହି ସାକ୍ଷାତକାର ସମୟରେ ସୁଧିର ହୋତା, ଜଗବନ୍ଧୁ ରଣା, ଲୋକନାଥ ବେହେରା, ସତ୍ୟ ସାହୁ, ବ୍ରହ୍ମା ସାହୁ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.