oum

ସପିଂ ମଲ୍‌ରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

jsm

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ନିଆଁ ଲାଗିଲା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାର୍କେଟ କମ୍ପେ୍ଲକ୍ସ ସ୍ଥିତ ସପିଂ ମଲ୍‌ରେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ନିଆଁ ଲାଗିବା ଯୋଗୁଁ ସପିଂ ମଲ୍‌ର ଗୋଦାମ ଘର ପୋଡି ଲକ୍ଷାଧିକ ଟଙ୍କାର ସଂପତ୍ତି ଧୂଳିସାତ୍‌ ହୋଇଯାଇଛି । ଘଟଣା ସ୍ଥଳରେ ନିକଟସ୍ଥ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ମଧ୍ୟ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିସାରିଛି । ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସଟ୍‌ସାର୍କିଟ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.