ନାଗରିକଙ୍କୁ ସହଜରେ ବିଭିନ୍ନ ସରକାରୀ ସେବା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ‘ମୋ ସେବା କେନ୍ଦ୍ର’ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ନାଗରିକଙ୍କୁ ସହଜରେ ବିଭିନ୍ନ ସରକାରୀ ସେବା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ “ମୋ ସେବା କେନ୍ଦ୍ର” କାର୍ଯ୍ୟକ୍ରମ ଉଦଘାଟନ କରୁଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.