ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ମହିମା ପଟେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଲୁହାଖାନ ଗ୍ରାମର ବିଧବା ମହିଳା ମହିମା ପଟେଲଙ୍କୁ କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଗୃହ ? ବହୁ ବର୍ଷରୁ ସ୍ବାମୀଙ୍କୁ ହରାଇ ବିଧବା ହୋଇଥିବା ଏହି ମହିଳା ଜଣକ ଏକ ଝାଟିମାଟି ଘରେ ତାର ଦିନ କଟୁଛି । ହେଲେ ପଞ୍ଚାୟତ ପ୍ରଶାସନ ବ୍ଲକ ପ୍ରଶାସନର କୌଣସି ଦୃଷ୍ଟି ପଡୁନାହିଁ । ଯାହାକୁ ଗୁହାରି କଲେ ମଧ୍ୟ ଶୁଣୁ ନାହାନ୍ତି । ଦେଖି ଦେଲେ ଏ ମହିଳା ଜଣଙ୍କର ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି, ହେଲେ ସାହା ହେବାକୁ କେହି ନାହାନ୍ତି । ତେଣୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.