p purohi

ଚଳିତ ବର୍ଷ ଆୟୋଜିତ ହେଉଛି ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ “କୃଷି ଓଡିଶା”

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ “କୃଷି ଓଡିଶା” ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ୟ୍ୟନ୍ତ ବରମୁଣ୍ଡା ଖେଳ ପଡିଆରେ ଆୟୋଜିତ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ଏବଂ ମାନ୍ୟବର ରାଜ୍ୟପାଳ ୧୯ ତାରିଖ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସମନ୍ବିତ ଚାଷ, ଚାଷୀଙ୍କ ବିକାଶ ଥିମ୍ ସହିତ ଆୟୋଜିତ ଚଳିତ ବର୍ଷ “କୃଷି ଓଡିଶା”ର ମାସ୍କଟ୍ ରହିଛି “ଛତୁ”। ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

nrusinghnath
Leave A Reply

Your email address will not be published.