ସୋହେଲା ସତ୍ୟାଗହ ସ୍ମାରକୀ ପୀଠରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ସତ୍ୟାଗହ ସ୍ମାରକୀ ପୀଠରେ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାିଛି । ଗାନ୍ଧୀଙ୍କ ସମେତ ଏଗାର ମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଡା. ଶିଶିର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାମୂହିକ ଜାତୀୟ ସଂଗୀତ ଗାନ ହୋଇଥିଲା । ମା’ ଗୌରୀ ଦେବୀ ଟ୍ରଷ୍ଟର ନାଥୁରାମ ଅଗ୍ରୱାଲ, ଟଙ୍କଧର ଝାଙ୍କର, ପ୍ରମୋଦ ଦେବତା, ଲଲିତ ଅଗ୍ରୱାଲ, ତୁଷାର କାନ୍ତ ସାହୁ, କିଶୋର ଗଡତିଆ ଉପସ୍ଥିତ ଥିଲେ । ଶେଷରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂପାଦକ ଅଧ୍ୟାପକ ଟେକଚାନ୍ଦ ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.