ସୁନ୍ଦର।କାଣ୍ଡ ପାରାୟଣରେ କେଶରୀୟା ହିନ୍ଦୁ ବାହିନୀର କାର୍ୟ୍ୟକର୍ତ୍ତାଙ୍କ ଯୋଗଦାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲପଡ଼ା ଠାରେ ଅନୁଷ୍ଠିତ ହୋଇଥିବା ସୁନ୍ଦର।କାଣ୍ଡ ପାରାୟଣରେ କେଶରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ତଥା ପ୍ରଦଶ ମହାମନ୍ତ୍ରୀ ସ‌ନ୍ତାଷ ଭୋଳ ଏବଂ ଟାଉନ ସଭାପତି‌ ସ‌ନ୍ତାଷ ସାହୁ‌ଙ୍କ ସହ କେଶରୀୟା ହିନ୍ଦୁ ବାହିନୀର କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.