om academy

ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ମଣ୍ଡଳ, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ମଣ୍ଡଳ ଗାଁରେ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଧୀର ଖମାରୀ, ସରପଞ୍ଚ ସରୋଜ ସେଠ, ତ୍ରିନାଥ ମଲ୍ଲିକ, ସୁବାସ ସେଠ, ମନୋଜ ଭୋଇ, ବ୍ରହ୍ମକୁମାରୀ ସଂସ୍ଥାର ଦୁଇ ଭଉଣୀ, ମଣ୍ଡଳର ଯୁବକବି ଆଶୁତୋଷ ଠାକୁର ପ୍ରମୁଖ ଲୋକଙ୍କୁ ସଚେତନ କରିଥିଲେ ।

Leave A Reply

Your email address will not be published.