କନ୍ଧପାଲି ପୋଖରୀର ପାଣି ଜନବସତି ଆଡ଼କୁ ମାଡ଼ୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ କନ୍ଧପାଲି ପୋଖରୀର ପାଣି ଶାନ୍ତିପଡ଼ା ଉପରମୁଣ୍ଡ (ଅଜୟ ଦାସ କଲୋନୀ)କୁ ମାଡ଼ି ଆସୁଥିବା ଲକ୍ଷ୍ୟ କରାଯାଉଛି । ତେବେ ପୋଖରୀ କଡ଼ରେ ଥିବା ଘରଗୁଡ଼ିକ ଭିତରରେ ଏବେ ପାଣି ପଶି ସାରିଲାଣି । ଏଥିପ୍ରତି ଦୃଷ୍ଟି ଦେଇ ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.