ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର : ଝାରପଡା ଜେଲରେ ରବି ଦୁଲ୍ଲା ନାମକ ଜଣେ ବିଚାରଧୀନ କଏଦୀର ମୃତ୍ୟୁ । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସେ ସଜା କାଟୁଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲେ ରବି ଦୁଲ୍ଲା । ୨୦୦୮ରେ ସେ ଗିରଫ ହୋଇଥିଲେ । ବିଚାରଧୀନ କଏଦୀ ଭାବରେ ଝାରପଡ଼ା ଜେଲରେ ସଜା କାଟୁଥିବା ବେଳେ ରବି ଦୁଲ୍ଲାର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି ।

Leave A Reply

Your email address will not be published.