ଶିଶୁଗୃହଠାରେ ନିଜ ଝିଅ ରୁହିଙ୍କ ଜନ୍ମଦିନ ପାଳିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଶିଶୁଗୃହଠାରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ନିଜ ପରିବାର ସହ ଝିଅ ରୁହିଙ୍କ ଜନ୍ମଦିନକୁ ଶିଶୁଗୃହ ଅନ୍ତେବାସୀଙ୍କ ଗହଣରେ ପାଳନ କରିଛନ୍ତି । ଏହି ଖୁସି ମୁହୂର୍ତ୍ତରେ ଶିଶୁଗୃହର ଅନ୍ତେବାସୀ ଶିଶୁ ସମୂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଶିଶୁଗୃହ ସୁପରିଟେଣ୍ଡେଣ୍ଟ ମାଳତୀ ଜେନା, ହାଉସ ମଦର ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.