ରାଜ୍ୟରେ ଆଉ ୭ଟି ଜିଲ୍ଲାରେ ହେଲା ଫାଇଲେରିଆ ଦୂରୀକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଣ ଔଷଧ ସେବନ(ଏମଡିଏ) କାର୍ୟ୍ୟକ୍ରମ ଦ୍ୱାରା ଫାଇଲେରିଆ ଦୂରୀକରଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା । ରାଜ୍ୟରେ ୭ଟି ଜିଲ୍ଲା ଟ୍ରାନ୍ସମିସନ ଆସେସମେଣ୍ଟ ସର୍ଭେରେ ଉତ୍ତୀର୍ଣ୍ଣ ହେବା ସହ ମୋଟ ୧୦ଟି ଜିଲ୍ଲା ଫାଇଲେରିଆ ମୁକ୍ତ ହୋଇପାରିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.