centurian jitm

ଦୁର୍ଘଟଣାଗ୍ରସ୍ତ ହେଲା ମନ୍ତ୍ରୀ ଟୁକୁନୀଙ୍କ ଗାଡ଼ି

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଫେରିଲା ବେଳେ ବଡ଼ମାଲ ଫପ୍‌ସି ଛକରେ ଦୁର୍ଘଟଣାଗ୍ରସ୍ତ ହେଲା ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କ ଗାଡ଼ି । ସୂଚନା ଅନୁସାରେ ବଲାଙ୍ଗିରରେ ଅନୁଷ୍ଠିତ ମଠଖାଇ ମହୋତ୍ସବରେ ଗତକାଲି ମନ୍ତ୍ରୀ ଶ୍ରୀମତୀ ସାହୁ ଯୋଗଦେଇ ଫେରୁଥିବା ସମୟରେ ବଡ଼ମାଲ ଫପ୍‌ସି ଛକରେ ଏକ ମାଲବାହୀ ଭ୍ୟାନ୍‌ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣା ଘଟିଥିଲା । ତେବେ ମନ୍ତ୍ରୀଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ସୁରକ୍ଷିତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!