pr

ଦିବ୍ୟ ଜୀବନ ସଂଘ ପକ୍ଷରୁ ପଥଚାରୀଙ୍କୁ ଦହି ପାଣି ବଣ୍ଟନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟ ଜୀବନ ସଂଘ ବଲାଙ୍ଗିର ପକ୍ଷରୁ ଟିଟିଲାଗଡ଼ ରୋଡ ସ୍ଥିତ ସଡକ ପରିବହନ କାର୍ଯ୍ୟଳୟ ଛକ ଓ ଗୋରୁ ବଜାର୍ ରାସ୍ତରେ ଦହି ପାଣି ସର୍ବତ୍ ପଥଚାରୀମାନଙ୍କ ପାଇଁ ସକାଳ ୮ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗତକାଲି ୨୪ ଏପ୍ରିଲ ୨୦୨୨ରୁ ୬ ସପ୍ତାହ ପର୍ଯ୍ୟନ୍ତ ବଣ୍ଟନ ଆରମ୍ଭ ହୋଇଛି । ସଂଘର ଉପଦେଷ୍ଟା ଡା ମଧୁସୂଦନ ପତି, ଗୋପାଳ ନାୟକ ସଭାପତି ରବି ଚନ୍ଦ୍ର ଉଦ୍‌ଗାତା, ସାଧାରଣ ସମ୍ପାଦକ ରଘୁନାଥ ବାବୁ, କାନନ ପଟନାୟକ, ଶିବାନନ୍ଦ ଦାସ, ରାଧା ବଲ୍ଲବ ପରିଛା, ଯୁବରାଜ ବରୁଆ, ସହଦେବ ମଲ୍ଲିକ, ଗୋପବନ୍ଧୁ ଶତପଥୀ, ଯୋଗେନ୍ଦ୍ର ଚନ୍ଦନ, ପ୍ରଶାନ୍ତ ପଟ୍ଟନାଏକ, ଯଦୁ ପଧାନ ପ୍ରମୁଖ ଶିବାନନ୍ଦ ଭକ୍ତ ପ୍ରଥମ ଦିନରେ ଯୋଗଦେଇ ଜଳ ବଣ୍ଟନ କରିଥିଲେ । ଏହି ଜଳଦାନ କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ୱେଚ୍ଛାକୃତ ଭାବରେ ସଭ୍ୟ ସଭ୍ୟା ମାନେ ଅର୍ଥ ଓ ଶ୍ରମଦାନ କରି ଏହାର ସଫଳତା ଦିଗରେ ସହଯୋଗ କରୁଛନ୍ତି ।

nrusinghnath
Leave A Reply

Your email address will not be published.