pr

ଭାରତୀୟ ଜନତା ପାର୍ଟି ତରଫରୁ ଚାଷୀଙ୍କ ସମସ୍ୟାକୁ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବୀ ପତ୍ର ପ୍ରଦାନ

dr. purohit

କଳାହାଣ୍ଡି, (ପି.କେ ସାହୁ) : ଭାରତୀୟ ଜନତା ପାର୍ଟି ତରଫରୁ ଚାଷୀଙ୍କ ସମସ୍ୟାକୁ ନେଇ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏକ ବିଶାଳ ରାଲିରେ ଧର୍ମଗଡ଼ ପରିକ୍ରମା କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରିବା ସହ ଜିଲ୍ଲାର ମଣ୍ଡି ଗୁଡିକରେ ପଡ଼ି ରହିଥିବା ଧାନକୁ ତୁରନ୍ତ କ୍ରୟ କରିବା ଏବଂ ଲେପ୍ସ ହୋଇଥିବା ଟୋକନ ଗୁଡ଼ିକୁ କାର୍ୟ୍ୟକ୍ଷମ କରିବାକୁ ଦାବୀ କରି ଧର୍ମଗଡ଼ ଉପଜିଲ୍ଲାପଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ଚାଷୀଙ୍କ ଦୁଃଖ ନବୁଝିଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.