om academy

ବାଇକ ଲୁଟେରା ଗିରଫ, ୩୫ ବାଇକ ଜବତ

jsm

ଭୁବନେଶ୍ୱର, ୪ ଜଣ ବାଇକ ଲୁଟୋରାଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୩୫ ବାଇକ ପୋଲିସ ଜବତ କରିଛି । ଏହି ବାଇକ ଲୁଟେରା ଗ୍ୟାଙ୍ଗ ଦୀର୍ଘ ଦିନ ହେବ ପୋଲିସର ନିଦ ହଜାଇଥିଲା । ବିଭିନ୍ନ ପାର୍କ ଓ ମଲ ସମ୍ମୁଖରୁ ଗାଡି ଚୋରି କରି ଅନ୍ୟ ରାଜ୍ୟରେ ବିକ୍ରି କରୁଥିଲେ । ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପକ୍ଷରୁ ତଦନ୍ତ କରାଯାଇ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି ।

Leave A Reply

Your email address will not be published.