pr

ଜଗନ୍ନାଥପଡ଼ା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

dr. purohit

ବଲାଙ୍ଗିର, (କେପିଏନ୍ଏସ୍) : ଗତ କାଲି ଜଗନ୍ନାଥପଡ଼ା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ସଭାପତି ଚତୁର୍ଭୁଜ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ନୀତିକାନ୍ତି ତଥା ପରମ୍ପରା ରକ୍ଷା କରିବା ପାଇଁ ସମସ୍ତ କୋଭିଡ କଟକଣା ପାଳନ କରି ଦୁର୍ଗାପୂଜା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଯଦୁମଣି ସାଏ, ପୂର୍ଣ୍ଣ ଚନ୍ଦ୍ର ରାଉତ, କୁନ୍ଦନ ସାଏ, ପ୍ରମୋଦ ବଢିଆ, ମନୋରଞ୍ଜନ ରାଉତ, ନିରମଲ୍ ସାଏ, ସଞ୍ଜୟ ସାଏ, ରାମକୃଷ୍ଣ ସାଏ, ରବିନାରାୟଣ ନାୟକ, ହରେ କୃଷ୍ଣ ପଟେଲ, ରାମ ଚନ୍ଦ୍ର ନାୟକ, ପୁରୁଷୋତ୍ତମ ଦେବତା, ମନୋରଞ୍ଜନ ସାଏ, ବାଳକୃଷ୍ଣ ପଟେଲ, କନିଷ୍ଠ ସାଏ, ସୋମନାଥ ପଟେଲ, ବରିକାନ୍ତ ପଟେଲ, ବିଶ୍ୱନାଥ ପଟେଲ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.