om academy

ମା’ ରାମଚଣ୍ଡୀ ମନ୍ଦିରର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

jsm

କେନ୍ଦ୍ରାପଡ଼ା : ଦରିଆପାରି ମା’ ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ଦରିଆପାରି ମା’ ରାମଚଣ୍ଡୀ ମନ୍ଦିରର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇ ଫୋରାର୍‌ ମାରିଛନ୍ତି ଲୁଟେରାମାନେ । ଏନେଇ ଥାନାରେ ଅଭିଯୋଗ କରିଯିବା ପରେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି ।

Leave A Reply

Your email address will not be published.