p purohi

୫୬ ବର୍ଷରେ ପାଦ ଦେଲେ ଅମୀର

dr. purohit

ମୁ‌ମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ତଥା ରୋମା‌ଣ୍ଟିକ ହିରୋ ଅମୀର ଖାନ ଆଜି ୫୬ ବର୍ଷରେ ପାଦ ଦେଇଛ‌ନ୍ତି । ୧୯୮୮ ମସିହାରୁ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କୟାମତ୍‌ ସେ କୟାମତ୍‌ ତକ ଠାରୁ ଆରମ୍ଭ କରି ଦଙ୍ଗଲ ଭଳି ଚଳଚ୍ଚିତ୍ରରେ ସେ ନିଜର ଦକ୍ଷତା ପ୍ରତିପାଦନ କରି କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ସେ ଦର୍ଶକ ମାନ‌ଙ୍କ ମନ ଜିଣି ପାରିଛ‌ନ୍ତି । ତେବେ ଅମୀର‌ଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା ବହୁତ ଶୀଘ୍ର ମୁକ୍ତିଲାଭ କରିବାକୁ ଥିବା ବେଳେ ଏହି ଫିଲ୍ମରେ ତାଙ୍କୁ ଜଣେ ସର୍ଦ୍ଦାର ଭୂମିକାରେ ଦେଖିବାକୁ ମିଳିବ ।

nrusinghnath
Leave A Reply

Your email address will not be published.