ତାମିଲନାଡୁରେ ପ୍ରବଳ ବର୍ଷା ନେଲା ୮ ଜଣଙ୍କ ଜୀବନ

ଚେନ୍ନାଇ : ପ୍ରବଳ ବର୍ଷା ନେଇଛି ୮ ଜଣଙ୍କ ଜୀବନ । ଗତ ଶୁକ୍ରବାରଠାରୁ ତାମିଲନାଡୁରେ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ସୂଚନା ଦେଇଛନ୍ତି । ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌କୁ ଚିଙ୍ଗ୍‌ଲେପେଟ୍‌ ଏବଂ କାଞ୍ଚତ୍ପୁରମ୍‌ରେ ରିଲିଫ୍‌ ଓ ଉଦ୍ଧାର କାର୍ୟ୍ୟରେ ନିୟୋଜିତ କରାଯାଇଛି । ପ୍ରବଳ ବର୍ଷା ଜାରି ରହିଥିବାରୁ ତାମିଲନାଡୁର ୨୩ ଜିଲାରେ ସ୍କୁଲ୍‌, କଲେଜ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.