om academy

ଇସ୍ରାଏଲ୍‌ରେ ପୁଣି ଥରେ ଲକ୍‌ ଡାଉନ୍‌

jsm

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରେନା ମହାମାରୀ ଯୋଗୁଁ ବିଶ୍ୱର ସମସ୍ତ ଦେଶ ଗୁଡିକରେ ଲକ୍‌ଡାଉନ୍‌ ହୋଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିବାକୁ ଗଲେ ଅନେକ ଦେଶରେ ଲକ୍‌ ଡାଉନ୍‌ ଉଠି ଅନଲକ ପ୍ରକ୍ରିୟା ସୃଷ୍ଟି ହୋଇଛି । ତେବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏବେ ସ୍ଥିତି ସାରା ବିଶ୍ୱରେ ଅସମ୍ଭାଳ ହେବାରେ ଲାଗିଛି । ତାହାକୁୁ ଦେଖି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ସେଠାରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଏକ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ ଏକ କ୍ୟାବିନେଟରେ ଘୋଷଣା କରିଛନ୍ତି । ଏହି ଲକ୍‌ଡାଉନ୍‌ ତିନି ସପ୍ତାହ ପାଇଁ, ଯୋଉଁଟାକି ଆସନ୍ତା ଅକ୍ଟୋବର ୨ ତାରିଖରେ ଶେଷ ହେବ ।

Leave A Reply

Your email address will not be published.