ଦେଶରେ ଗତ ୨୪ ଘଂଟାରେ ୭୨୦୪୯ ଜଣ ନୂଆ ଆକ୍ରାନ୍ତ, ୯୮୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୭୨୦୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ଟପି ଯାଇଛି । କରୋନା ମହାମାରୀର ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୪୫୫୫ ଜଣ ଜୀବନ ହରାଇ ସାରିଛନ୍ତି । ୫୭୪୪୬୯୩ ଜଣ ରୋଗୀ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.