Browsing Category

କ୍ରୀଡା

ଆଇପିଏଲ : ଧାୱନ-ଆୟାରଙ୍କ ଅର୍ଧଶତକ ପରେ ରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲେ ଦିଲ୍ଲୀ ବୋଲର

ଦୁବାଇ : ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ତା’ ସହ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇ ପଏଣ୍ଟ୍‌ ତାଲିକାର ଶୀର୍ଷସ୍ଥାନକୁ ଫେରିଛି । ଅନ୍ୟପକ୍ଷରେ ରାଜସ୍ଥାନ ସେହି ୮ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ
Read More...

ଆଇପିଏଲ୍‌ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନରେ ହରାଇଲା ଚେନ୍ନାଇ, ତୃତୀୟ ବିଜୟ ସହ ଷଷ୍ଠ ସ୍ଥାନରେ ଚେନ୍ନାଇ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୯ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍।‌ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ବତ୍ତି ଚେନ୍ନାଇ ୧୬୭ ରନ୍ କରିଥିଲା। ଏହାପରେ ଦ୍ବିତୀୟ ପାଳିରେ
Read More...

ଏବିଡିଙ୍କ ୩୩ବଲ ୭୩ ରନ୍ ପାଳି ପରେ କୋଲକାତାକୁ ଘାଇଲା କଲେ ବାଙ୍ଗାଲୋର ବୋଲର୍‌ : ବାଙ୍ଗାଲୋରର ୧୯୪/୨କୁ କୋଲକାତାର…

ସାରଜା : ସୋମବାର ଆଇପିଏଲ୍ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (‌କେକେଆର୍‌) ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। କେକେଆର୍‌ ବ୍ୟାଟିଂ ସଂପୂର୍ଣ୍ଣ ବିଫଳ ହେବା ପରେ ଆର୍‌ସିବି ୮୨ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା। ତା’ ସହ ୭
Read More...

ଆଇପିଏଲ : ବେଷ୍ଟ୍‌ ବନାମ ବେଷ୍ଟ୍‌ରେ ଦିଲ୍ଲୀକୁ ଚକ୍‌ମା ଦେଇ ମୁମ୍ବାଇ ଶୀର୍ଷରେ, ୫୩ ରନ୍‌ର ଦ୍ରୁତ ପାଳି ଖେଳି ଡି କକ୍…

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୦ର ୨୭ ତମ ମ୍ୟାଚ୍‌ରେ ରବିବାର ଚଳିତ ବର୍ଷ ଆଇପିଏଲର ଏପର୍ୟ୍ୟନ୍ତ ଶ୍ରେଷ୍ଠ ଦୁଇ ଦଳ ଭାବେ ଉନ୍ନତ ପ୍ରଦର୍ଶନ କରିଥିବା ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା
Read More...

ଆଇପିଏଲ୍‌ : ହାଇଦ୍ରାବାଦକୁ ହରାଇଲେ ରାଜସ୍ଥାନର ଯୁବ ଭାରତୀୟ ଯୋଡ଼ି ତିୱାଟିୟା-ରୀୟାନ୍

ଦୁବାଇ : ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୨୬ ତମ ମ୍ୟାଚ୍‌ରେ ରବିବାର ସନରାଇଜର୍ସ ହାଇଦ୍ରାବାଦ୍‌କୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବା ପରେ
Read More...

ଧୋନିଙ୍କ ଚେନ୍ନାଇକୁ ୩୭ ରନ୍‌ରେ ହରାଇଲା କୋହଲିଙ୍କ ବାଙ୍ଗାଲୋର : ଅପରାଜିତ ୯୦ ରନ୍‌ର ବିରାଟ ପାଳି ଖେଳି କୋହଲି…

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି
Read More...

ପଞ୍ଜାବକୁ ରୋମାଞ୍ଚକର ଭାବେ ୨ ରନରେ ହରାଇଲା କୋଲକାତା : ୬ ମ୍ୟାଚରୁ ଗୋଟେ ବିଜୟ ସହ ପଞ୍ଜାବର ଟ୍ରଫି ଆଶା କ୍ଷୂର୍ଣ୍ଣ

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ପଞ୍ଜାବକୁ ୨ ରନରେ ହରାଇ ଦେଇଛି ।ଆଜି ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ତେବେ ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳୀୟ ସ୍କୋର
Read More...

ରାଜସ୍ଥାନକୁ ୪୬ ରନରେ ହରାଇ ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ : ହାଇସ୍କୋରିଙ୍ଗ ଗ୍ରାଉଣ୍ଡରେ ବୋଲରଙ୍କ କମାଲ

ସାର୍‌ଜା : ଶୁକ୍ରବାର ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ସ ପ୍ରିମିୟର ଲିଗ୍‌)ର ୨୩ତମ ମ୍ୟାଚ୍‌ ଖେଳା ଯାଇଥିଲା । ପଏଣ୍ଟ୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ଓ ସପ୍ତମରେ ଥିବା ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହୋଇଥିଲେ । ଦିଲ୍ଲୀ ଦଳ ଅପରିବର୍ତିତ ରହିଥିଲା ବେଳେ
Read More...

ପଞ୍ଜାବକୁ ୬୯ ରନରେ ମାତ୍ ଦେଲା ହାଇଦ୍ରାବାଦ୍ : ୯୬ ରନ୍‌ର ଦୃତ ପାଳି ଯୋଗୁଁ ବେୟାରଷ୍ଟୋ ମ୍ୟାଚର ଶ୍ରେଷ୍ଠ ଖେଳାଳି…

ଦୁବାଇ : ଦୁବାଇ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମ୍‌ରେ ଗୁରୁବାର ଆଇପିଏଲ୍ ୨୨ତମ ମ୍ୟାଚ୍ ସରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା । ଡେଭିଡ୍ ୱାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ କମାଲ ଯୋଗୁଁ ହାଇଦ୍ରାବାଦ ୬୯ ରନ୍‌ରେ
Read More...

ଚେନ୍ନାଇ ସୁପରକିଙ୍ଗ୍‌ସ ୱେବ୍‌ ସାଇଟ୍‌ରୁ ସୁରେଶ ରାଇନାଙ୍କ ନାମ ହଟିଲା

ନୂଆଦିଲ୍ଳୀ : ଚଳିତ ବର୍ଷ ଆଇପିଏଲ୍‌ ତାଲିକାରୁ ସୁରେଶ ରାଇନାଙ୍କ ନାମ ହଟିଲା । ବ୍ୟାକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲ୍‌ ଆରମ୍ଭ ହେବା ପୁର୍ବରୁ ଭାରତ ଫେରି ଆସିଥିଲେ । ଫେରି ଆସିବା ପରେ ରାଇନା ପୁଣି ଫେରି ପାରନ୍ତି ବୋଲି ତାଙ୍କର ପ୍ରଶଂସକମାନେ ଆଶା କରୁଥିଲେ । ତେବେ ସେ ନିଜେ
Read More...