Browsing Category

ସାହିତ୍ୟ

କବିତା : ଫଗୁନ୍

ଗଣେଶ ବାରିକ୍ ଫଗୁନ୍ ରଙ୍ଗ୍ ଧରି କରି ଆଏଲେ ହେଲେମୋର୍ କାଣା ଯାଏ ଆସେଫଗୁନର ରଙ୍ଗେ ମୋର୍ ତ ନାଇଁନ ମିତା ମାରସାଦ୍ମୋର୍ ତ ନାଇଁନ ତାର୍ ସାଙ୍ଗେ ଲେତାଗୁତା । ଫଗୁନ୍ ଆସୁ ନି'ଜେଲଗାବାର କାଜେ ତାର୍ ରଙ୍ଗ୍ ମୋର୍ ଦିହେଁମାତର୍ ସେ କାଣା ଜାନିଛେ ଭାଏଲ୍ମୋର୍ ଦିହେଁ ରଙ୍ଗ୍ ନାଇ ରଚେଯେନ୍
Read More...

କବିତା : ପ୍ରାର୍ଥନା

ରାଜୀବ ଲୋଚନ ଆଚାର୍ଯ୍ୟ ଇଚ୍ଛା ତ ଅନେକ ଥାଏହେଲେ …..କେତେ ପୂରା ହୋଇଥାଏ ପ୍ରିୟମ୍ବଦା ? ନିର୍ମଳ ଜଳରେ ଖେଳୁଖେଳୁସାଇତା ହୋଇଯିବାକୁ ହୁଏଖଳେଇ ଭିତରେ,ଭାଂଗି ଯାଉଥାଏ ଭରସାଅଦିନିଆ ବରଷାବଢାଉଥାଏ ତୃଷା । ଦେଖ,ତମେ ଆଉ ମନେ କରିବନିଆକାଶରେ ଉଡିବାକୁପବନରେ ଖେଳିବାକୁ,ହାତ ଜମା ବଢେଇବ
Read More...

କବିତା : ନିଅଣ୍ଟ

ସାବିତ୍ରୀ ପୁରୋହିତ ଏ ଘୋର କଳିକାଳ ବୋଲିକହିଗଲ ଯେ ଅବଧାନେ….ଶିଖରକୁ ପହୁଁଞ୍ଚ ନିଅଣ୍ଟପହୁଁଞ୍ଚକୁ ପାହାଚ ନିଅଣ୍ଟପାନକୁ ପିକ ହୋ ଅବଧାନେ !ବେଙ୍ଗକୁ ସାରୁଗଛ ନିଅଣ୍ଟ । ଗୁଆକୁ କାତି….ଚଉଡ଼ାପଣକୁ ଛାତିଅଂଧାରକୁ ରାତିରାଣ ଖାଇଲି ଅବଧାନେ !ଦୀପକୁ ତେଲ ଆଉତେଲକୁ ବତୀ ନିଅଣ୍ଟ । ଶୁଆ
Read More...

କବିତା : ପାଳଭୂତ

ଦାମୋଦର ପଣ୍ଡା ଠିଆ ହେଇଥିବା ଲୋକକୁପଚାରେ କିଏସମୟ ଦୁଃସମୟବାଟ ଭାଙ୍ଗି ଚାଲିଯାଏ । ଠିଆ ହେଇଥିବା ଲୋକରପାଦ ଦୁଇଟି ଗଛ ଓହାତ ପାଲଟି ଯାଏ ଡାଳଯେମିତି ବରଗଛର ଓହଳ । ନୀରବତା ପାଲଟି ଯାଏପ୍ରାୟୋଜିତ କୋଳାହଳ । ଧୀରେ ଧୀରେଠିଆ ହେଇଥିବା ଲୋକଟିବନି ଯାଏ ପାଳଭୂତ,ଜଗିଥାଏ
Read More...

କବିତା : ରାତିର୍ ସାଢ଼େ ଚାଏର୍

ପୁସ୍ତମ୍ ଯୁଆଡି ଦିନ ସାରା କାମ୍‌ର ବୋଝ୍‌ଘର୍'ନୁ ଅଫିସ୍‌ଅଫିସ୍'ନୁ ଘର୍ମକରା ଜାଲର୍‌ ଛଂଦି ଲେଖେଁସତେ ଯେନ୍ତା ଗୁପ୍‌ଲିଛେ ଜୀବନ୍ ! ସାରା ସହର୍‌ଟାକେଆବ୍‌ରୁଥିସି କିଲ୍‌ବିଲ୍ ଅଂଧାର୍,ଇ ସମିଆକେ ଏକାଅସଁଖଲା କରିନିଜକେ ପାଲ୍‌ଟି ଦେସ ତମେ !! ଝିଁକାରି ମାରୁଛେ, ରାଏତ୍
Read More...

କବିତା : ଦହନାଙ୍କ

ପ୍ରବାସିନୀ ହୋତା ବିଶ୍ୱାସ କରଏ କଥା ମୋତେ ଜଣା ଯେଯେଉଁ ଜିନିଷକୁ ତୁମେ ପ୍ରକାଶ୍ୟରେ ବଦନାମ୍ କରତାହା ତମ ପାଖେ ନ ଥିବାର ଅନୁଭବତମକୁ ଏକାନ୍ତରେ ଝୁଣି ଖାଏ । ତମ ଅପାରଗତା କୁହ କିକୁହ ତମର ଅସହାୟତାତମକୁ ଏକା ଏକା ଖୁବ୍ ଦଂଶେସେଇ ବିଷ ଝାଡିବାକୁ ତମେତମ ବିଷଦନ୍ତ ବାହାର
Read More...

କବିତା : ସ୍ତ୍ରୀଲୋକ

ବବିତା ମହାପାତ୍ର ଏବେ ସ୍ତ୍ରୀଲୋକ ପ୍ରସ୍ତୁତତୁମ ଅଲୋଡ଼ା ପଣରୁ ମୁକୁଳିବାକୁ,ବାସ୍ ଥରେ ଖାଲିଦେଖିନେବ କୋଉଠି କେମିତି ଅଛିଯେତେ ଯେତେ ଅପ୍ରାପ୍ତିର ନିଃଶ୍ୱାସ ,ପୂର୍ଣ୍ଣ ଯୌବନା ବିଶ୍ୱାସର ଅବଗୁଣ୍ଠନକୁନିରେଖି ନେବ ଶେଷ ଥର ,ମୁଖା ତଳେ କ୍ଷୟ ହେଇ ବଳି ଯାଇଥିବାକିଛି ଆତ୍ମଦାହକୁ ଆଉଁସି ଦେବ
Read More...

କବିତା : ଅନାମିତର ହୁଏ କବିତା

ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଏବେ ନୂଆ କରିଶୀତ ଛୁଇଁଛି ପୃଥିବୀକୁକୁହୁଡ଼ିର ପଣତ ତଳେ ମୁହଁ ଲୁଚେଇସଲାଜେ ହସିବାର ଅଭିନୟ କରୁଛି ସହରଘାସଫୁଲର ଓଠରେପ୍ରେମ କବିତା ଲେଖୁଛି କାକର । ଦୂର ଦିଗଂତ ସେପାଖୁରହି ରହି ନିନାଦୁଛି,ସୂର୍ୟ୍ୟ ବୁଡିବା ବେଳେ ଆଲୁଅର ଆଦିମ ନିନାଦଦଳେ ପକ୍ଷୀଂକ ଖୁଦ
Read More...

କବିତା : ସବୁ କିଛି ଠିକ୍‌ ଠାକ୍‌ ଚାଲେ

ରତ୍ନମୟ ତ୍ରିପାଠୀ ସବୁକିଛି ଠିକ୍‌ ଥିବା ବେଳେତୁମ ପାଇଁ ହଠାତ୍‌ ବଦଳିଯାଏସମାଜ, ସଭ୍ୟତା, ସରକାରନିଶବ୍ଦ ରାତିର ଅନ୍ଧାର ଭିତରେପାପ କରେ ଜଣେଦଣ୍ଡପାଅ ତୁମେ । କାହାକୁ ଆଉ ବିଶ୍ୱାସ କରିବ ଯେ'ଘର, ବାହାର, ଅଫିସ, ସ୍କୁଲ, ଗାଡି ମଟରସବୁଠିତ ଅସୁରକ୍ଷିତ ତୁମେ । ତୁମକୁ ନ୍ୟାୟ ଦେବା
Read More...

କବିତା : କାଠର୍‌ ଘୁଡ଼ା

ବିପିନ୍‌ ଆଚାର୍ଯ୍ୟଏଥର୍‌ ବନେଇ ବସ୍‌ମାଟିର୍‌ ବଲଦ୍‌ …. କାଠର୍‌ ଘୁଡ଼ାଦଦା -ଚାଁଢେ଼ଁ ଅମ୍‌ରି ଯିବା ପୁରା ଉଆଁସ୍‌ । ଦେଖ୍‌ ଯେ -ହରାଲି ଉଆଁସ୍‌ ଡେହେଁକି ଗଲାନ’ସାତ୍‌ ଦିନ୍‌ ସାତ୍‌ ରାତର୍‌ ।ମାଏଟ୍‌ ଚିଟ୍‌କିବୁ, ଗଢ଼୍‌ବୁ, ପୁଡ଼ାବୁଛାଁଚ୍‌ ନୁ ପୁଛ୍‌ବୁ, ରଙ୍ଗାବୁ….ଇଟା କାଣା
Read More...