Browsing Category

ସାହିତ୍ୟ

କବିତା : ତୁଣ୍ଡବାଇଦ

ତ୍ରିନାଥ ସିଂହ ଲକଡାଉନ୍, ସଟଡାଉନ୍, କ୍ୱାରେନଟାଇନ୍‌କଣ୍ଟେନମେଣ୍ଟ, ଆଇସୋଲେସନ୍… ସହସ୍ରକୋଶ ଦୂରରୁ ଡିବି ଡିବି ବାଜୁଥିବାଏଇ ତୁଣ୍ଡବାଇଦରୁକାଣିଚାଏ ବି କିଛି ବୁଝିପାରେନାବାପର ବିଣ୍ଡିମରା କାନ୍ଧରେ ବସିବାଟ ଚାଲୁଥିବା ପିଲାଟିର ଆବାକାବା ଆଖିକି ପାଦର କକର୍ଥନା… ବୁଝି ବି
Read More...

କବିତା ଚାଏର୍‌ଟା

ମୂଲ୍‌ ଲେଖା : ମୀରା ପୁର୍‌ୱାର୍‌ଅନୁସୃଜନ୍‌ : ସନାତନ ଠାକୁର । । ସାଗର୍‌ । ।ହୋ ସାଗର୍‌ ଶୁନ'ମାନୁଛେଁ, ତମେ ଚାହେଁଲେପୁର୍‌ଥୀର୍‌ ସବୁ ନଏଦର୍‌ ମିଠାପନ୍‌ କେଶୁଷି ପାର୍‌ବ'ହେଲେ ତମର୍‌ ବୁନ୍ଦେକେ ଯଦିମିଠା କରି ପାର୍‌ତ' ବଏଲେତମର୍‌ ରାକ୍‌ସଂଧି ଗଲି ଯାଏତିଁ । । । ଫୁଟ୍‌ପାଥ୍‌
Read More...

ଗଳ୍ପ : ଭବିଷ୍ୟତ

ସୁକାନ୍ତ ସାହୁ ମା’ ଘରେ ପହଁଚିଲା ପରେ ଦାଣ୍ଡରୁ ଦୌଡ଼ିଦୌଡ଼ି ଆସି ବେଡ଼୍ ରୁମ୍‌ରେ ଶୋଇପଡ଼ିଲା ସୁଇଟି । ମା’ ଘର ଭିତରେ ପହଁଚିଲା ପରେ ହସିହସି ବାପା କହିଲେ : ଆରେ ମତେ ଫୋନ୍ କଲନି କାହିଁକି ? କୋଉ ଗାଡ଼ିରେ ଆସିଲ କି ଏତେ ଜଲ୍‌ଦି ପହଁଚିଗଲ? : ହଁ, ଚକାଡ଼ୋଳା ବସ୍‌ରେ ଆସିଲି । ଏଇ ପାଖ
Read More...

ଏ ଯାବତ ଦେଖିଛି ଗୋଟାଏ ଆକାଶ

ପ୍ରହଲ୍ଳାଦ ଶତପଥୀ ଗୋଟାଏ ନିର୍ଦ୍ଧିଷ୍ଟ ରାସ୍ତାରେ ବିତିଗଲା ଜୀବନର ଷାଠିଏ ଆୟୁଷଗୋଟାଏ ଶିରା ଧମନୀରେ ପ୍ରବାହିତ ହେଲା ରକ୍ତଗୋଟାଏ ହୃଦୟରେ ସ୍ପନ୍ଦିତ ହେଲା ମୋର ସବୁଯାକ ଶବ୍ଦଗୋଟାଏ ପକ୍ଷୀର ଗୀତ ଶୁଣିଲିପଲ୍ଲବିତ ହେଲି ଗୋଟାଏ ଗଛ ର ଶାଖା ପ୍ରଶାଖାରେଏ ଯାବତ ଦେଖିଛି ଗୋଟାଏ ଆକାଶ !
Read More...

କବିତା : ସ୍ତ୍ରୀଲୋକର ଗପ

ରଂଜିତା ପଣ୍ଡା ଅପମାନର ବରଫଗୁଳା ଗିଳିପାରିବୁ ?ତ ସୁନାନାକି ,ଦଶପଦ ଶୁଣି ପଦେ କଥା ଫେରେଇବୁତ କଳିହୁଡି…। ଦୁଆରବଂଧକୁ ମୁଣ୍ଡିଆ ମାରିଓଠ କାମୁଡି ରହିବୁ ତ ସାତସତୀ ,ଦୁଆରବଂଧ ଡେଇଁବୁ ତ ସତର ନିନ୍ଦାରେବାର ନାମରେ ମିଳିପାରେ ଅଖ୍ୟାତି…। ଚାରିକାନ୍ଥ ଏପାଖେ ଅଛୁ ତଦି ମୁଠା ପଖାଳ
Read More...

କବିତା : ଆଖି ଖୋଲିଲା ବେଳକୁ

ଶୁଭ୍ରାଂଶୁ ଶେଖର ପଂଡା ସୂର୍ଯ୍ୟୋଦୟରୁ କଅଁଳ ଖରା ଟିକକମୋ ଘରର ଅଗଣାରେ ବିସ୍ତାରିଛିଶାନ୍ତ ନିରବ ପରସ କେଉଁ କାଳୁମୋତେ ଛୁଇଁବାର ପ୍ରୟାସ କରୁଛିମୋ ଆଖି ଖୋଲିଲା ବେଳକୁତୁମ ହାତରେ ଚାହାକପ୍ନିଶବ୍ଦ ପ୍ରହରକୁ ବିଗାଡୁଛିପକ୍ଷୀମାନଙ୍କ କିଚିରି ମିଚିରି କଳରବରେ ତମାମ୍ ମୁହୁର୍ତଓଲଟ ପାଲଟ
Read More...

କବିତା : ପାପର ମୃଦୁହସ

ସୌଭାଗ୍ୟବନ୍ତ ମହାରଣା କଳାରକ୍ତର ଉର୍ବରତାରେଗଜୁରୁଥିବା ଧର୍ମାନ୍ଧତାର ବୀଜପାଆଁଲି ଯାଏ ପାପଗ୍ରନ୍ଥିରେକଙ୍କାଳ ମାନଙ୍କୁ ଗଭୀର ନିଦରୁ ଉଠେଇନିକୃଷ୍ଟ ପୁଣ୍ୟର ବଶମ୍ବଦ ହେବାକୁ।ମୃଦୁ ହସରେ ପାପର ପ୍ରଲେପଅବିଶ୍ବାସର ସନ୍ଧିରେ ସନ୍ଦେହର ଦୀର୍ଘଶ୍ବାସ। ଅଜ୍ଞତା,
Read More...

କବିତା : ଦୁଃଖ – ଦ୍ୟୁଲୋକ

ବିଜୟ ରାୟ ନାଁ ଟିଏ ଦେଇ ହେଲାନିଦୁଃଖର ! କୋଳାହଳକୁଅପେକ୍ଷା ଥାଉ ଭାରି ପାଦରଏଇ କିଛି କ୍ଷଣର ଅବଧି ମାତ୍ରନୀରବତାର ! ସ୍ରୋତର ଅନୁକୂଳରେବହିଯିବା ସହଜ ହେଇପାରେରଞ୍ଜାର ସାହାରାରେଲତାଟିଏ ପରି ମାଡ଼ିଯିବାସହଜ ହେଇପାରେପଛୁଆ ପବନର ହାତ ଠେଲାରେଚଢାଇ ଚଢିବାସହଜ ହେଇପାରେ !ଦର୍ପଣକୁ
Read More...

କବିତା : ଜିଭ

ନବୀନ ବିଶ୍ୱବ‌ନ୍ଧୁ ତମେ ଅଛ ବୋଲି ଜାଣିପାରୁଛିଷଡ଼ସ୍ୱାଦ,ବାରିପାରୁଛି ବିଷୟାବିଷରବିସ୍ଵାଦ ! ତମେ ଅଛ ବୋଲି ଗାଇପାରୁଛିଜୀବନଗୀତ,ଦେଇପାରୁଛି କଦବା କେମିତି କେଉଁ ଅପଶକ୍ତିକୁଅଭିସଂପାତ ! ଏଯାଏ ଯେତେ ଶବ୍ଦ ଉଚ୍ଚାରିତପ୍ରେମର ହେଉ କି ଘୃଣାର,ସବୁର ତମେ କର୍ତ୍ତା-କାରକଅଭାବ ହେଉ କି
Read More...

କବିତା : ଚିରସ୍ରୋତା ସ୍ରୋତସ୍ୱିନୀ

ବନ୍ଦନା କର ତମେ କ୍ଷତାକ୍ତ କଲେ ବିମୁଁ ନିଶ୍ଚିହ୍ନ ହେବିନିଶୁଷ୍କ ସେଇ ଉଚ୍ଛ୍ୱାସ ମୋଚିରସ୍ରୋତା ସ୍ରୋତସ୍ୱିନୀ ।ମରିବି ମରିବି ବୋଲିନିଜକୁ ବି ମାରିବିନିମୁମୁର୍ଷୁ ମୋ ଜୀବକୋଷଆଜି ପୁଣି ଓଜସ୍ୱିନୀ ।ରକ୍ତଠୁ ନିଜର ସିନ୍ଦୁରଠୁ ସୁନ୍ଦରପ୍ରେମ ଓ ପଶ୍ଚାତାପ, ଅତୀତ ଓ ଅଭିଶାପ ।
Read More...