Browsing Category

ଓଡିଶା

ପ୍ରେମଭକ୍ତି ଓ କାବ୍ୟର ଅନନ୍ୟ ସ୍ରଷ୍ଟା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କାବ୍ୟକୃତି ଆଲୋଚନାଚକ୍ର

ସାହିତ୍ୟ ଜାତୀୟ ଜୀବନର ସଂଜୀବନୀ ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସଂସଦର ପ୍ରାଚୀନ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରେମଭକ୍ତି ଓ କାବ୍ୟର ଅନନ୍ୟ ସ୍ରଷ୍ଟା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କାବ୍ୟକୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଚିନ୍ମୟ
Read More...

ଆସନ୍ତା ୧୮ରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରଥମ ଥର ପାଇଁ ଶିବ ବିବାହ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ଦିନ କରାଯିବା ପାଇଁ ସ୍ଥିର କରାଯାଇଛି । ଏନେଇ ମନ୍ଦିର ଟ୍ରଷ୍ଟ, ପୁଷ୍ପାଞ୍ଜଳି ଅନୁଷ୍ଠାନ, ପୁଲିସ
Read More...

ଶ୍ରଦ୍ଧାରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଶିକ୍ଷାନୀତି ଅନୁଯାୟୀ ପିଲାମାନଙ୍କର ଗ୍ରାଜୁଏସନ ଶିକ୍ଷା ପୂର୍ବରୁ ବାଧ୍ୟତାମୂଳକ ଭାବେ ସମର ଭେକେସନ ସମୟରେ ୧୨୦ ଘଣ୍ଟା କୌଣସି ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ନେବାକୁ କାର୍ଯ୍ୟକ୍ରମ ରଖାଯାଇଛି । ଏଥିପାଇଁ ରାଉରକେଲା, ଭୁବନେଶ୍ୱର,
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ଗିରଫ ସହ ୯ ମାମଲା ରୁଜୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କାରିଛପଲ, ଅଙ୍କୁରପାଲି, ଟଙ୍କାଟୋଲୀ ଅଞ୍ଚଳରେ ଚଢାଉ ସମେତ ବୀରମିତ୍ରପୁର ଥାନା, ହାତୀବାରି ଥାନା ପୋଲିସ ଏବଂ ଏପିଆର୍ ଫୋର୍ସଙ୍କ ସହାୟତାରେ ମାଜିଷ୍ଟ୍ରେଟ
Read More...

କ୍ଷତିପୂରଣ ଦାବିରେ ମୃତଦେହ ରଖି ଦୁଲକିବନ୍ଧ ନିକଟରେ ରାସ୍ତାରୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦୁଲକିବନ୍ଧ ନିକଟରେ ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସମ୍ପର୍କୀୟ । ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବିଜମରା ନିକଟରେ ଏକ ପିକଅପ ନଂ. ଓଡି ୦୫ ଏ ଡବ୍ଲୁ ୯୦୭୧ ଏବଂ
Read More...

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ପରଲୋକ

ସଇଁତଲା, (ଖୁସିରାଣୀ ସାହୁ) : ଗତ ସୋମବାର ଦିନ ସଇଁତଲା ବ୍ଲକର ଗଣ୍ଡପତରାପାଲି ଗ୍ରାମର ପ୍ରଧାନ ଶିକ୍ଷକ ଜୟଦେବ ନାଏକଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୪୨ ବର୍ଷ ଅଞ୍ଚଳରେ ଶିକ୍ଷାଦାନ କରି ଆଦର୍ଶ ଶିକ୍ଷକ ଭାବରେ ପରିଚୟ ସୃଷ୍ଟି କରିଥିଲେ । ସେ ୩୩ ବର୍ଷ ଖଣ୍ଡାୟତ ସମାଜର ସଭାପତି
Read More...

କେଣ୍ଟେନର ଧକ୍କାରେ ୨ ଡ୍ରାଇଭରଙ୍କ ମୃତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେଣ୍ଟେନର ଧକ୍କାରେ ୨ ଡ୍ରାଇଭରଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଖଜୁରପଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଦୁଇ ଡ୍ରାଇଭରକୁ ଚାପିଦେଲା କେଣ୍ଟେନର । ଧାନ ଗାଡ଼ି ନେଇ ଯାଉଥିବା ବେଳେ ରାସ୍ତାକଡ଼ରେ ଟ୍ରକକୁ
Read More...

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପେଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ସେଥିରୁ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି କାରରେ
Read More...

ଥାନା ସମ୍ମୁଖରେ ଥିବା ହସ୍ପିଟାଲ୍ ମିଟିଂ ହଲ୍‌ରୁ ଏସି ଚୋରି : ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲେ ଦୁର୍ବୃତ୍ତ

ଜୟପାଟଣା, (ଶେଷଦେବ ବେହେରା) : ପୋଲିସ ଆଖିରେ ଧୂଳି ଦେଇ ଜୟପାଟଣା ଥାନା ଠିକ୍ ସମ୍ମୁଖରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ବଡ଼ ଚୋରି ମାମଲା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ମିଟିଂ ହଲ୍‌ରେ ଲାଗିଥିବା ଏୟାର କଣ୍ଡିସନର ମଧ୍ୟରୁ ଗୋଟିଏ ଏସିର ଆଉଟଡୋର
Read More...

ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସଷ୍ଟାଣ୍ଡ

ଯାତ୍ରୀଙ୍କ ପାଇଁ ସ୍ଥାୟୀ ବିଶ୍ରାମଗାର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅବ୍ୟବସ୍ଥା ଘେରରେ ଥିବା ସୋନପୁର ସହରର ବର୍ତ୍ତମାନ ଅସ୍ଥାୟୀ ଭାବରେ ଚାଲିଥିବା ବସଷ୍ଟାଣ୍ଡକୁ ସୁବର୍ଣ୍ଣପୁର ଜିଲ୍ଲପାଳ ଡ଼. ନୃପରାଜ ସାହୁ ଅଚାନକ ପରିଦର୍ଶନ
Read More...