Browsing Category

ଓଡିଶା

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ନେତା ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମତ ବିନିମୟ କଲେକୁଏତର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆକ୍ରମଣ ପାଇଁ ଭାରତର ନିନ୍ଦାକୁ ପୁନଃ ଦୋହରାଇଲେ ପ୍ରଧାନମନ୍ତ୍ରୀଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀକୁଏତରେ ଭାରତୀୟ ସମ୍ପ୍ରଦାୟର
Read More...

ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଉଥିବାରୁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ଦିନର ପୂର୍ବ ସନ୍ଧ୍ୟାରେ ବିଶ୍ୱ ନେତାମାନଙ୍କଠାରୁ ତାଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳିଛି। ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରମୁଖ ନେତାମାନେ
Read More...

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପ୍ରତ୍ୟେକ ଗ୍ରାମ ତଥା ଘରକୁ ଯୋଗର ବାର୍ତ୍ତା ପହଞ୍ଚୁ : ବିଧାୟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ମହକୁମା ସ୍ଥିତ ସ୍ମାର୍ଟ ପାର୍କ ଠାରେ ପତଞ୍ଜଳି ଜିଲ୍ଲା ଯୋଗ ପରିବାର, ଆୟୁଷ ମନ୍ତ୍ରଣାଳୟ ଭାରତ ଓ ଦିବ୍ୟ ଉର୍ଜ୍ଜ୍ୟା ଯୋଗ ସେବା ସମିତିର ମିଳିତ ଆନୁକୂଲ୍ୟରେ
Read More...

ରାସ୍ତାରେ ଧୂଳି, ପଙ୍କ ବିରୋଧରେ ନଗର କଂଗ୍ରେସର ପ୍ରତିବାଦ : ମାସ୍କ ବଣ୍ଟନ

ଦୁର୍ଘଟଣାକୁ ନେଇ ଏଫ୍‌ଆଇଆର୍‌ ଦାଖଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବଢୁଥିବା ଧୂଳି ପ୍ରଦୂଷଣ ଏବଂ ରାସ୍ତାର ଅବ୍ୟବସ୍ଥା ବିରୋଧରେ ଆଜି ବିକ୍ରମ ଛକ ଠାରେ ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ,
Read More...

ମୁରିବାହାଲ ଗାଁସାଥୀ ସଂଘର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ଓ ତୁରନ୍ତ ସମାଧାନ ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗାଁସାଥୀ (ମେଟ) ସଂଘ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୨୦୦୮ ମସିହାରୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ
Read More...

ବେଲପଡ଼ା ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ବିଜୁ ଜନତା ଦଳ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ାରେ ଟାଟା ପାୱାର ବିରୋଧରେ ଗର୍ଜିଲା ବିଜେଡି । ବିଦ୍ୟୁତ ବିଲ୍ ଆଦାୟରେ ମନମୁଖୀ ନୀତି ଓ ସରକାରଙ୍କ ପ୍ରତିଶ୍ରୁତି ପାଳନରେ ବିଫଳତାକୁ ନେଇ ଆଜି ବେଲପଡ଼ା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜୁ ଜନତା ଦଳର
Read More...

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ୮ ତାରିଖ ଦିନ ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ ଭାଇଜାଗ ଷ୍ଟିଲ ପ୍ଳାଣ୍ଟର ଏସ୍‌ଏମ୍‌ଏସ୍‌ -୧ ବିଭାଗରେ ଭୟାବହ ଅଗ୍ନିକାଣ୍ଡ ଘଟି ଆଠ ଜଣ ଶ୍ରମିକ କର୍ମଚାରୀଙ୍କର ଘଟଣା ସ୍ଥଳରେ ଅକାଳ ବିୟୋଗ ଘଟିଛି ଓ ବହୁ ଶ୍ରମିକ ପୋଡିଯାଇ ଗୁରୁତର ଅବସ୍ଥାରେ
Read More...

ବାହାରର ଟିପ୍ପର ଆର୍‌ଏସ୍‌ପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସ୍ଥାନୀୟ ଟିପ୍ପର ଓ ହାଇୱା ଗାଡିକୁ ମାଲ ପରିବହନ ପାଇଁ ଅନୁମତି ନଦେଇ, ବାହାରର ଗାଡିଗୁଡିକୁ କାର୍ଯ୍ୟରେ ଲଗାଯାଉଥିବା ଯୋଗୁଁ, ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର ପ୍ରାୟ ୨୦୦ ଗାଡି ପରିବହନ କାର୍ଯ୍ୟ ନପାଇ
Read More...

ପଞ୍ଚମ ରେଳ ଲାଇନ ଏବଂ ନୂତନ ଓଭରବ୍ରିଜ ପାଇଁ ବନ୍ଧମୁଣ୍ଡା ଫଟାପାଇପ୍ ଗୁଆଲା ପଟ୍ଟିରେ ଚାଲିଲା ବୁଲଡୋଜର

ରେଳବାଇ, ଆର୍‌ଏସ୍‌ପି ଓ ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ ଅବ୍ୟାହତ ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇର ପଞ୍ଚମ ଲାଇନ୍ ବିସ୍ତାରକରଣକୁ ନେଇ ପ୍ରାୟ ୬୦ ବର୍ଷ ତଳେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ରିଂରୋଡ ଉପରେ ଥିବା ପୁରୁଣା ଓଭରବ୍ରିଜ ପରିବର୍ତ୍ତେ ନୂତନ ଓଭରବ୍ରିଜ
Read More...

ଲୋଇସିଂହା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମହିଳାଙ୍କ ସ୍ୱାଭିମାନ ଓ ଅଭିମାନର ସୁରକ୍ଷା ତଥା ନାରୀଙ୍କୁ ସମ୍ମାନ ଦାବିରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ତରଫରୁ "ନାରୀ ଅଧିକାର ଅଭିଯାନ" ଅବସରରେ ବିକ୍ଷୋଭ ସମାବେଶ ତଥା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ
Read More...