Browsing Category

ଓଡିଶା

ବାହାରର ଟିପ୍ପର ଆର୍‌ଏସ୍‌ପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସ୍ଥାନୀୟ ଟିପ୍ପର ଓ ହାଇୱା ଗାଡିକୁ ମାଲ ପରିବହନ ପାଇଁ ଅନୁମତି ନଦେଇ, ବାହାରର ଗାଡିଗୁଡିକୁ କାର୍ଯ୍ୟରେ ଲଗାଯାଉଥିବା ଯୋଗୁଁ, ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର ପ୍ରାୟ ୨୦୦ ଗାଡି ପରିବହନ କାର୍ଯ୍ୟ ନପାଇ
Read More...

ପଞ୍ଚମ ରେଳ ଲାଇନ ଏବଂ ନୂତନ ଓଭରବ୍ରିଜ ପାଇଁ ବନ୍ଧମୁଣ୍ଡା ଫଟାପାଇପ୍ ଗୁଆଲା ପଟ୍ଟିରେ ଚାଲିଲା ବୁଲଡୋଜର

ରେଳବାଇ, ଆର୍‌ଏସ୍‌ପି ଓ ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ ଅବ୍ୟାହତ ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇର ପଞ୍ଚମ ଲାଇନ୍ ବିସ୍ତାରକରଣକୁ ନେଇ ପ୍ରାୟ ୬୦ ବର୍ଷ ତଳେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ରିଂରୋଡ ଉପରେ ଥିବା ପୁରୁଣା ଓଭରବ୍ରିଜ ପରିବର୍ତ୍ତେ ନୂତନ ଓଭରବ୍ରିଜ
Read More...

ଲୋଇସିଂହା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମହିଳାଙ୍କ ସ୍ୱାଭିମାନ ଓ ଅଭିମାନର ସୁରକ୍ଷା ତଥା ନାରୀଙ୍କୁ ସମ୍ମାନ ଦାବିରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ତରଫରୁ "ନାରୀ ଅଧିକାର ଅଭିଯାନ" ଅବସରରେ ବିକ୍ଷୋଭ ସମାବେଶ ତଥା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ
Read More...

ପଦ୍ମପୁରରେ ନୂତନ ଦୈନିକ ବଜାର ଉଦ୍‌ଘାଟିତ

ବ୍ୟବସାୟୀଙ୍କ ସୁବିଧା ପାଇଁ ନୂଆଁ ପଦକ୍ଷେପ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ନିର୍ମିତ ଆଧୁନିକ ଦୈନିକ ବଜାର ଆଜି ବିଧିବଦ୍ଧ ଭାବେ ଉଦ୍‌ଘାଟନ କରାଯାଇଛି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବଜାରର
Read More...

ଆଲୁମିନିୟମ ତାର ଚୋରି ଅଭିଯୋଗରେ ୬ ଜଣ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବନ୍ଧଲିପଡ଼ା ନିକଟରୁ ଆଲୁମିନିୟମ ତାର ଚୋରି କରି ନେଉଥିବା ବେଳେ ଚୋରମାନେ ପୋଲିସ ହାତରେ ଧରା ପଡ଼ିଛନ୍ତି । ସେମାନେ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଧୀନ ଉମରାଡ ଗ୍ରାମର ମହେନ୍ଦ୍ର ଭୁଏ(୬୦), ଶରଧାପାଲି ଗ୍ରାମର କବିରାଜ ଭୋଇ(୪୮),
Read More...

ରାସ୍ତା ଦାବିରେ ଏକାଠି ହେଲେ ୩ ଗ୍ରାମର ଲୋକ : ବିକାଶ ପାଇଁ ଉଠିଲା ସ୍ୱର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁପଦର ଗ୍ରାମର ୱାର୍ଡ ସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ଆଜି ଭେଲୁଆଁପଦର ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜମରତଲା ଗ୍ରାମପଞ୍ଚାୟତ ସରପଞ୍ଚ ବିଦୁ ଭୂଷଣ
Read More...

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବଡିବହାଲ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ମହିଳା ହେଲେ ଅନୁପମା ବାଗ । ତାଙ୍କର ପାଞ୍ଚ ବର୍ଷର ଏକ ସନ୍ତାନ ରହିଛି । ପାରିବାରିକ
Read More...

ଦାରିଙ୍ଗବାଡିରୁ କର୍ଣ୍ଣାଟକକୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ : ୩ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ । ୨୩ କେଜି ଗଞ୍ଜେଇକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩
Read More...

ମୟୂରଭଞ୍ଜରେ ବିକାଶର ମହାଯଜ୍ଞ : ୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲର ନୂତନ ବିଲ୍‍ଡିଂ ଭେଟି ଦେଲେ ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ୍‌: ୩୯ଟି ପ୍ରକଳ୍ପର ଶୁଭାରମ୍ଭ, ୧୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ୨୫୮ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି: ଉତ୍ତର ଓଡ଼ିଶାର ପ୍ରମୁଖ ରେଫରାଲ୍
Read More...

ମାରିସାର ଦାବି ପୂରଣ ହେଲା, କାର୍ଯ୍ୟକ୍ଷମ ହେଲା ପିଆରଏମ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍

ଅର୍ଜୁନ ମୁର୍ମୁଙ୍କ ଆନ୍ଦୋଳନ ପରେ କାର୍ଯ୍ୟକ୍ଷମ ହେଲା ପିଆରଏମ ମେଡିକାଲ୍ମୁଖ୍ୟମନ୍ତ୍ରୀଙ୍କୁ ମାରିସାର କୃତଜ୍ଞତା ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶାର ସର୍ବାଙ୍ଗୀନ ଉନ୍ନତିର ଆବାହକ, କର୍ଣ୍ଣଧାର ମୁଖ୍ୟମନ୍ତ୍ରୀ । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ
Read More...