Browsing Category
ଓଡିଶା
ବାଇକ ଚାଳକଙ୍କୁ ମାଡମାରି ଲୁଟ ଘଟଣାରେ ୫ ଡକାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ୫ ଡକାୟତଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ । ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡକାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ!-->…
Read More...
Read More...
ବଲାଙ୍ଗିର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ, ଏନ୍ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ…
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟି ପକ୍ଷରୁ ବଲାଙ୍ଗିର ଜାତୀୟ ରାଜପଥ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଶିଷ କୁମାର ନାୟକଙ୍କୁ ସାକ୍ଷାତ କରି ବଲାଙ୍ଗିର ସହରରରେ କ୍ରମବଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଓ ତାର ନିରାକରଣ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।!-->…
Read More...
Read More...
ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟରରୁ ଖସିପଡ଼ି ଜଣେ ନାବାଳକର ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା!-->…
Read More...
Read More...
ବଲାଙ୍ଗିର ସରକାରୀ କାର୍ଯ୍ୟାଳୟ କାନ୍ଥରେ ମହାପୁରୁଷଙ୍କ ଫଟୋଚିତ୍ର ଲଗାଇବାକୁ ଦାବି
ନବସେତୁ ଓବିସି-ଏସ୍ଟି-ଏସ୍ସି ସମନ୍ୱୟ ସମିତିର ପୌରପାଳିକା ନିକଟରେ ସ୍ମାରକପତ୍ର ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ସୌନ୍ଦର୍ଯ୍ୟୀକରଣ ଅଭିଯାନ ଅଧୀନରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାନ୍ଥରେ ଦେଶର ମହାପୁରୁଷ ଓ ସମାଜ ସୁଧାରକଙ୍କ ଫଟୋଚିତ୍ର ସାମିଲ କରିବା ପାଇଁ!-->!-->!-->…
Read More...
Read More...
କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ଜନ…
ବଲାଙ୍ଗିର, (କେପିଏନ୍ଏସ୍) : ପଦୋନ୍ନତି ପାଇ କାହ୍ନୁ ଚରଣ ଧରୁଆ ସିନିଅର ଏସଇଏସ ପ୍ରଧାନଶିକ୍ଷକ ଭାବେ ପଞ୍ଚାୟତ ହାଇସ୍କୁଲ କୁସଙ୍ଗରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ବିଲେଇସର୍ଡା ହାଇସ୍କୁଲରେ ଟିଜିଟି(କଳା)ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଶ୍ରୀ ଧରୁଆ ବିଦ୍ୟାଳୟରେ ପହଞ୍ଚିବା ପରେ!-->…
Read More...
Read More...
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲସର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦)ଙ୍କ ବୁଧବାର ସକାଳେ ବାଲିଗୁଡା ନିଜ ବାସ ଭବନରେ ପରଲୋକ!-->…
Read More...
Read More...
ଗାଈବାହାଲର ଅର୍ଡାରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ
ମନରେଗା ଶ୍ରମିକଙ୍କୁ କାମ ଦିଅନ୍ତୁ ସରକାର ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ଜୀବନ ଜୀବିକା ତଥା ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ମନରେଗା ଯୋଜନାର ଲକ୍ଷ୍ୟ । ଏହି ଯୋଜନାରେ ଅତି କମ୍ରେ ୧୦୦ ଶ୍ରମ ଦିବସ କାମ ସରକାର ପ୍ରଦାନ କରିବେ । ଯଦ୍ୱାରା କି ଲୋକଙ୍କର!-->!-->!-->…
Read More...
Read More...
ଝଡ଼ବର୍ଷାରେ ଉଡ଼ିଗଲା ଘରର ଛାତ : ଅସହାୟ ଅବସ୍ଥାରେ ୧୧ ଜଣିଆ ପରିବାର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କୁର୍ଲୁମାଲ ଗ୍ରାମର ବେଟକାର ପଡ଼ାରେ ଗତରାତିର ପ୍ରବଳ ବର୍ଷା ଓ ଝଡ଼ ପବନରେ ଗୋବର୍ଦ୍ଧନ ବରିହାଙ୍କ ଘରର ଆଜବେଷ୍ଟର ଛାତ ଉଡ଼ିଯାଇଛି । ଫଳରେ ୧୧ ଜଣ ସଦସ୍ୟ ବିଶିଷ୍ଟ ପରିବାରଟି ଏବେ ଅସହାୟ ଅବସ୍ଥାରେ ରହିଛି ।!-->…
Read More...
Read More...
୪୮ ଘଣ୍ଟା ମଧ୍ୟରେ ଚୋରି ଘଟଣାର ପର୍ଦ୍ଦାଫାଶ : ୨୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ହାଟପଦା ପଡ଼ା ୧୪ ନମ୍ବର ୱାର୍ଡର ବାସିନ୍ଦା ଅବଦୁଲ ଆକବର ଖାନ (୫୮) ଗତ ୮ ଜୁନ ୨୦୨୬ ତାରିଖରେ ସଇଁନ୍ତଲା ଥାନା ଅନ୍ତର୍ଗତ କରମତଲା ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଘରେ ଚୋରି ହୋଇଥିବା ନେଇ ଟିଟିଲାଗଡ଼!-->…
Read More...
Read More...
ହକି ଖେଳାଳୀ ସ୍ୱିଟି କୁଜୁର ଓ ଅର୍ମାନ ଲାକ୍ରା ସମ୍ବର୍ଦ୍ଧିତ
ରାଉରକେଲା, (ସସ୍ମିତା ପ୍ରଧାନ) : ୧୦ ଜୁନ ୨୦୨୬ ସୁନ୍ଦରଗଡ଼ ଜିଲ୍ଲା ଏବଂ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁଶ୍ରୀ ଦୀନା ଦସ୍ତଗୀର ଆଜି ନିକଟରେ ସମ୍ପନ୍ନ ହୋଇଥିବା ଅଣ୍ଡର-୧୮ ଏସିଆ!-->…
Read More...
Read More...