Browsing Category

ଦେଶ ବିଦେଶ

ଗୋଟିଏ ଦିନରେ ୭,୧୯,୩୬୪ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଛି ଭାରତ

• ଏବେ ସମୁଦାୟ ପରୀକ୍ଷଣ ସଂଖ୍ୟା ୨,୪୧,୦୬,୫୩୫ ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି । ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତକାଲି ୨୪ ଘଣ୍ଟା ମଧ୍ୟରେ ୭,୧୯,୩୬୪ ନମୁନା ପରୀକ୍ଷା କରିଛି ।ଏହିଭଳି ଦୈନିକ
Read More...

ଦେଶରେ ଆଜି ୬୪,୩୯୯ ନୂଆ ଆକ୍ରାନ୍ତ : ୮୬୧ ଜଣ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବୋଲ ମାନୁନି କରୋନା । ଆଜି ଦେଶରେ ପୁଣି ୬୪,୩୯୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟାରେ କରୋନାରେ ୮୬୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୦କୁ ପହଂଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ୪୩ ହଜାର
Read More...

ପୁଣି ଦେଶରେ ୬୧,୫୩୭ ଚିହ୍ନଟ : ୯୩୩ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୬୧,୫୩୭ ଜର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତୁ୍ୟ ଘଟିଛି । ଏବେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୮୮,୬୧୧କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୧୪,୨୭,୦୦୫ ଜଣ
Read More...

୪୫ ଦିନ ପାଇଁ ଆମେରିକାରେ ବନ୍ଦ ହେଲା ଟିକଟକ

ୱାସିଂଟନ୍, (କେପିଏନ୍ଏସ୍) : ଦିନକୁ ଦିନ ବଢିବାରେ ଲାଗିଛି ଚୀନ ସହ ଆମେରିକାର ବିବାଦ । ତାକୁ ନେଇ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କଡ଼ା ନିଷ୍ପତି ନେଇଛନ୍ତି । ଚାଇନା ତିଆରି କରିଥିବା ସୋସିଆଲ୍ ମିଡିଆ ଆପ୍ ଟିକ୍ଟକ୍ ୪୫ ଦିନ ପାଇଁ ଆମେରିକାରେ ବନ୍ଦ କରାଯାଇଛି । ତେବେ ଚାଇନାର
Read More...

ଦେଶରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୪ ଘଂଟାରେ ୬୨,୫୩୮ ସଂକ୍ରମିତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୫୩୮ରେ ପହଂଚିଛି । ପୁଣି ୮୮୬ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୧୩,୭୮,୧୦୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୬,୦୭,୩୮୪ ଜଣ ଦେଶର
Read More...

ଭାରତର କୋଭିଡ-୧୯ ସୁସ୍ଥତା ହାର ୬୭.୬୨% ଛୁଇଁଲା

୧୩.୨ ଲକ୍ଷ ଅତିକ୍ରମ କଲା ମୋଟ ସୁସ୍ଥଙ୍କ ସଂଖ୍ୟା• ମୃତ୍ୟୁହାର କ୍ରମାଗତ ହ୍ରାସ ପାଇ ୨.୦୭ ପ୍ରତିଶତରେ ପହଁଚିଲା ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୨୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୧୩,୨୮,୩୩୬ରେ
Read More...

ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି । ଏହାର ଲାଇଭ
Read More...

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ : ଘରେ ରହିବାକୁ ସରକାରଙ୍କ ଅପିଲ

ମୁମ୍ବାଇ, (କେପିଏନ୍ଏସ୍) : ସାରା ରାଷ୍ଟ୍ରରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ମହାରାଷ୍ଟ୍ରରେ ତାଣ୍ଡବ ରଚିଛି ଘନଘୋର ବର୍ଷା । ବୁଧବାର ଦିନ ହୋଇଥିବା ଲଗାତାର ବର୍ଷା ଯୋଗୁଁ ଆରବ ସାଗର ଫୁଲି ଉଠି ସହର ଆଡ଼କୁ ମାଡ଼ି ଆସିଛି । ଫଳରେ ମୁମ୍ବାଇ ସହରର ବିଭିନ୍ନ ଅଂଚଳ ଜଳାନ୍ନବ
Read More...

ପୁଣି ଆଜି ୫୬,୨୮୨ ଚିହ୍ନଟ : ୯୦୪ ମୁଣ୍ଡ ନେଲା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦେଶରେ ପୁଣି ଆଜି ୫୬,୨୮୨ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୯୦୪ ଜଣ ମୁଣ୍ଡ ଯାଇଛି । ଏବେ ମୃତୁ୍ୟ ସଂଖ୍ୟା ୪୦,୬୯୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪,୫୩୭ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୩,୨୮,୩୩୬ ଜଣ
Read More...

ବଜାରକୁ ଆସିଲା ନୂଆ ଏସ୍ କ୍ରସ୍ ପେଟ୍ରୋଲ୍

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଏସ୍-କ୍ରସ୍ ପେଟ୍ରୋଲ୍ ୨୦୨୦ କୁ ମାରୁତି ସୁଜୁକି ପକ୍ଷରୁ ଉନ୍ମୋଚନ କରାଯାଇଛି । ୮ ଲକ୍ଷ ୩୯ ହଜାର ଟଙ୍କାରୁ ଆରମ୍ଭ ହୋଇ ଟପ୍ ମଡେଲ୍ ର ଦାମ ୧୨ ଲକ୍ଷ ୩୯ ହଜାର ଟଙ୍କା ହୋଇଛି ଏକ୍ସ ସୋ’ରୁମ୍ ରେ । ଏହି ନୂଆ ଭର୍ସନରେ ୧.୫ ଲିଟରର କେ-ସିରିଜ୍ ପେଟ୍ରୋଲ୍ ଇଂଜିନ୍
Read More...