Browsing Category

ଦେଶ ବିଦେଶ

ମାସ୍କ ନ ପିନ୍ଧିଥିବା ଲୋକଙ୍କ ଉପରେ ଜୋରିମାନା : ଗୋଟିଏ ସପ୍ତାହରେ ୧ କୋଟି ଆଦାୟ

ପୁନା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନାରେ କଡ଼ାକଡ଼ି କରାଯାଇଛି ମାସ୍କ ଚେକିଂ । ଯେଉଁମାନେ ମୁହଁରେ ମାସ୍କ ଲଗାଇ ନାହାନ୍ତି ସେମାନଙ୍କ ଚାଲାନ୍‌ କଟାଯାଇ ଗୋଟିଏ ସପ୍ତାହରେ ୧ କୋଟି ଟଙ୍କା ଆଦାୟ ହୋଇଛି । ବିନା ମାସ୍କରେ ବାହାରେ ବୁଲୁଥିବା ୨୭,୯୮୯ ଲୋକଙ୍କ ଚାଲାନ୍‌ କଟାଯାଇଥିବା
Read More...

ପୁଣି ଟ୍ରାଏଲ୍‌ ହେବ ଅକ୍ସଫୋର୍ଡ ଭେକ୍‌ସିନ୍‌ : କଂପାନୀ ଦେଲା ବୟାନ

ନୂଆଦିଲ୍ଲୀ : ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ପିଏଲ୍‌ସି ପକ୍ଷରୁ ବିକଶିତ ହୋଇଥିବା କୋଭିଡ୍‌-୧୯ ଭେକ୍ସିନର ପରୀକ୍ଷଣ ବ୍ରିଟେନ୍‌ରେ ଜଣେ ସ୍ୱେଚ୍ଛାସେବୀ ରୋଗାଗ୍ରସ୍ତ ହୋଇ ପଡ଼ିବାରୁ ବନ୍ଦ ରହିଥିଲା । କିନ୍ତୁ ଏହାର ପରୀକ୍ଷଣ ପୁଣି ଆରମ୍ଭ ହେବ, ଏ ସଂକ୍ରାନ୍ତରେ ଅକ୍ସଫୋର୍ଡ ୟୁନିଭର୍‌ସିଟି
Read More...

ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ : ବିଳମ୍ବିତ ରାତିରେ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତକାଲି ବିଳମ୍ବିତ ରାତିରେ ଏମ୍‌ସରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁସାରେ କରୋନା ନେଗେଟିଭ୍‌ ରିପୋର୍ଟ ଆସିଥିବା ଯୋଗୁଁ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ
Read More...

ଭଲ ଖବର : ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ କୋଭାକ୍ସିନର ମାଙ୍କଡ଼ ଉପରେ ହୋଇଥିବା ଟେଷ୍ଟ୍‌ ରିପୋର୍ଟ ଆସିଲା : ଆଶା…

ନୂଆଦିଲ୍ଲୀ : ଭାରତୀୟ କଂପାନୀ ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ୍‌ କୋଭାକ୍ସିନ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଏହି ଭେକ୍‌ସିନ୍‌କୁ ମାଙ୍କଡ଼ମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣର ରିପୋର୍ଟ ଆସି ଯାଇଥିବା ଖବର ମିଳିଛି । ତେବେ ସାମୁହିକ ଭାବରେ ଭେକ୍‌ସିନ୍‌ରେ କରୋନା ଭାଇରସ୍‌
Read More...

ନିଜ ଦେଶକୁ ଫେରିଲେ ୫ ଭାରତୀୟ : ଛାଡ଼ିଦେଲା ଚୀନ୍‌

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଉପର ସୁବାନ୍‌ସିରୀରେ ବାଟବଣା ହୋଇ ଚୀନ୍‌ର ସୀମାକୁ ଚାଲି ଯାଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି । ଚୀନ୍‌ର ସେନା ସୀମାରେ ଆଜି ଭାରତୀୟ ସୈନକଙ୍କୁ ସଂପୃକ୍ତ ୫ ଜଣଙ୍କୁ ସମର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨ ତାରିଖ ଦିନ ଜଂଗଲକୁ
Read More...

ଦେଶରେ ବିସ୍ଫୋରକ ସ୍ଥିତି : ଗତ ୨୪ ଘଂଟାରେ ୯୭,୫୭୦ ନୂଆ ଆକ୍ରାନ୍ତ, ୧୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି କରୋନା ସଂକ୍ରମଣର । ସବୁକିଛି ଅନ୍‌ଲକ୍‌ ପରେ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । କ୍ଷୀପ୍ରବେଗରେ ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ୯୭,୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ
Read More...

ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ
Read More...

ସେପ୍ଟେମ୍ବର ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ । ଏହି
Read More...

ରାଜ୍ୟ ରାଜ୍ୟ ମଧ୍ୟରେ ମେଡିକାଲ ଅକ୍ସିଜେନ ପରିବହନ ନେଇ କୌଣସି କଟକଣା ନଲଗାଇବାକୁ ରାଜ୍ୟ ଓ କେନ୍ଦ୍ରଶାସିତ…

● ହସ୍ପିଟାଲରେ ଥିବା କୋଭିଡ ରୋଗୀମାନଙ୍କୁ ଅକ୍ସିଜେନ ଯୋଗାଇବା ଦାୟିତ୍ଵ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବହନ କରିବେନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ଧାରା ଓ ଉପଧାରାର ଉପଯୋଗ କରି କେତେକ ରାଜ୍ୟ ଆନ୍ତଃରାଜ୍ୟ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରୁଥିବାର ବିଷୟ କେନ୍ଦ୍ର ସ୍ୱାସ୍ଥ୍ୟ
Read More...

ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ : ଦିଲ୍ଲୀ ଡାକ୍ତରଖାନାରେ ହୃଦ୍‌ଘାତରେ ପରଲୋକ

ନୂଆଦିଲ୍ଲୀ : ବେଶ୍‌ ଜଣାଶୁଣା ଆର୍ଯ୍ୟ ସମାଜର ନେତା ସ୍ୱାମୀ ଅଗ୍ନିବେଶଙ୍କ ଆଜି ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ସେ ଲିଭର୍‌ ସିରୋସିସ୍‌ରେ ପୀଡ଼ିତ ଥିଲେ ଏବଂ ଗଂଭୀର ଭାବରେ ରୋଗାଗ୍ରସ୍ତ ଥିଲେ । ମଲ୍‌ଟିପଲ୍‌ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କ ପରଲୋକ ହୋଇଥିବା
Read More...