Browsing Category

ଦେଶ ବିଦେଶ

ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କାନୁପ୍ରିୟାଙ୍କ ଦେହାନ୍ତ

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ଦିନକୁ ଦିନ ମହାମାରୀ ବିଷୟରେ ଯନ୍ତ୍ରଣାଦାୟକ ଖବର ଆସୁଛି । ଗତ କିଛି ଦିନ ହେବ ଏହି ମହାମାରୀ ଯୋଗୁଁ ଦେଶ ଅନେକ ସେଲିବ୍ରିଟିଙ୍କୁ ହରାଇ ସାରିଛି । ବର୍ତ୍ତମାନ ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ନୂତନ ରୋଗୀ, ୩୫୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ବିପର୍ୟ୍ୟୟ ବର୍ତ୍ତମାନ ଥମିବା ପରି ମନେ ହେଉନାହିଁ । ଶୁକ୍ରବାର ଦିନ କରୋନା ଭାଇରସ୍‌ ମାମଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ର ଚାରି ଲକ୍ଷରୁ ଅଧିକ ମାମଲା ଆସିଛି । ଏହାପୂର୍ବରୁ କେବଳ ଆମେରିକାରେ ଗୋଟିଏ ଦିନରେ ଚାରି
Read More...

ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ଦେବୁ ଚୌଧୁରୀଙ୍କ କରୋନା ସଂକ୍ରମଣ ହେତୁ ମୃତ୍ୟୁ : ଦିଲ୍ଲୀରେ ଚିକିତ୍ସା ଚାଲିଥିଲା

ନୂଆଦିଲ୍ଲୀ : ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ପଣ୍ଡିତ ଦେବବ୍ରତ ଚୌଧୁରୀ(ଦେବୁ ଚୌଧୁରୀ)ଙ୍କ କରୋନା ସଂକ୍ରମଣରେ ପୀଡିତ ହେବା ପରେ ଆଜି ସକାଳେ ମୃତ୍ୟୁ ଘଟିଛି । ତାଙ୍କୁ ୮୫ ବର୍ଷ ହୋଇଥିଲା। ପଣ୍ଡିତ ଦେବୁ ଚୌଧୁରୀଙ୍କ ନିକଟତମ ସଂଗୀତଜ୍ଞ ଜଫର ମିର୍ଜା ନିଆଜୀ କହିଛନ୍ତି ଯେ, ଶନିବାର ଦିନ
Read More...

ଡାକ୍ତରଖାନାର କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ : ୧୮ ଜଣଙ୍କ ମୃତ୍ୟୁ

ଭରୁଚ : ଗୁଜୁରାଟର ଭରୁଚରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏଠାରେ ଥିବା ଏକ ଡାକ୍ତରଖାନାରେ କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ରାତି ପ୍ରାୟ ୧୨.୩୦ ସମୟରେ କୋଭିଡ ୱାର୍ଡରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ
Read More...

କରେନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି

ନୂଆଦିଲ୍ଲୀ : ଆଜି କରୋନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋଲି ସୋରାବାଜିଙ୍କ ପୂରା ନାମ ହେଉଛି ଜାହାଙ୍ଗୀର ସୋରାବାଜି । ସେ ୧୯୮୯ରୁ ୯୦ ଓ ପୁଣି ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩.୮୬ ଲକ୍ଷରୁ ଅଧିକ କରୋନା ମାମଲା, ୩୪୯୮ ଜୀବନ ହାନୀ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ହେବା ପରିବର୍ତ୍ତେ କ୍ରମାଗତ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୩.୮୬ ଲକ୍ଷରୁ ଅଧିକ ନୂତନ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଛି ।
Read More...

୧୫ କୋଟିରୁ ଅଧିକ ଟିକାକରଣ କଭରେଜ ସହ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

ଗତ ୨୪ ଘଣ୍ଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛିଗତ ୨୪ ଘଣ୍ଟାରେ ୨.୬୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତିକୋଭିଡ ମୃତ୍ୟୁହାର ହ୍ରାସ ପାଇ ୧.୧୧% ହୋଇଛି୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ହୋଇନାହିଁ ନୂଆଦିଲ୍ଲୀ, (ପିଆଇବି) : କୋଭିଡ ୧୯ ମହାମାରୀ
Read More...

କୋଭିଡ ପରିଚାଳନାରେ ସେନାର ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସେନା ମୁଖ୍ୟ ଜେନେରାଲ ଏମ. ଏମ. ନରଭଣେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । କୋଭିଡ ପରିଚାଳନାରେ ସେନା ନେଉଥିବା ପଦକ୍ଷେପ ନେଇ ସେମାନେ ଆଲୋଚନା କରିଥିଲେ । ଜେନେରୋଲ ଏମ.ଏମ. ନରଭଣେ ସେନାର ମେଡିକାଲ ଷ୍ଟାଫ ବିଭିନ୍ନ ରାଜ୍ୟ
Read More...

ଇଏସଆଇସି ହସପିଟାଲ ଗୁଡିକ ପାଇଁ କୋଭିଡ-୧୯ ଚିକିତ୍ସା ସୁବିଧା ଥିବା ଡ୍ୟାଶବୋର୍ଡ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟ କରୁଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ଇ ଏସ ଆଇ ସି) ସାଂପ୍ରତିକ କରୋନା ମହାମାରୀ ସମୟରେ ନିଜର ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବାକୁ ଯାଇ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଏହି ନୂଆ ପଦକ୍ଷେପରେ
Read More...

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୭୯ ହଜାର ୨୫୭ ଆକ୍ରାନ୍ତ ଚିହ୍ନଟ

ନୂଆଦିିଲ୍ଲୀ : ଦେଶରେ କରୋନାର ବିଭତ୍ସ ତାଣ୍ଡବ ସ୍ଥିତି ଅସଂଭାଳ ହେବା ଯୋଗୁଁ ଲୋକେ ଆତଙ୍କିତ ହେବାର ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ତେବେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ୨୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୪୫ ଜଣଙ୍କ ମୃତ୍ୟୁ
Read More...