Browsing Category

ଦେଶ ବିଦେଶ

ଉତ୍ତରପ୍ରଦେଶ, ଗୋରଖପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେତେକ ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ

• ଏମ୍ସ, ସାରକାରଖାନା ଓ ଆଇସିଏମ୍‌ଆର କେନ୍ଦ୍ର ଉଦ୍‌ଘାଟିତ• ଦ୍ୱୈତ ଇଞ୍ଜିନ ସରକାର ବିକାଶମୂଳକ କାର୍ୟ୍ୟର ଗତିକୁ ଦ୍ୱିଗୁଣିତ କରେ-ପ୍ରଧାନମନ୍ତ୍ରୀ• “ଯେଉଁ ସରକାର ବଞ୍ଚିତ ଓ ଶୋଷିତଙ୍କ କଥା ଚିନ୍ତା କରେ ଓ କଠିନ ପରିଶ୍ରମ କରେ ସେ ତାର ସୁଫଳ ପାଇବ”• “ଆଜିର ଘଟଣା ହେଉଛି ନବଭାରତ ସଂକଳ୍ପର
Read More...

ସରକାରୀ କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଫୋଟୋ ହେଲେ ଟିଏମସି ନେତ୍ରୀ : ସୋସିଆଲ ମିଡିଆରେ ଭାଇରାଲ, ରାଜନୈତିକ ଉତ୍ତେଜନା…

କୋଲକାତା : ସରକାରୀ କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଫୋଟ ହୋଇଛନ୍ତି ଟିଏମସି ନେତ୍ରୀ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ରାଜନୈତିକ ଉତ୍ତେଜନା ସୃଷ୍ଟି ସୃଷ୍ଟି କରିଛି । ତେବେ ଏହି ଟିଏମସିର ନେତ୍ରୀ ଜଣକ ହେଉଛନ୍ତି ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀ ମୌତି
Read More...

ଯଦି ତୁମେ ଏଠାରେ ଶ୍ୱାସରୁଦ୍ଧ ଅନୁଭବ କରୁଛ, ଭାରତ ଛାଡିଦିଅ : ଆର୍‌ଏସ୍‌ଏସ୍‌ ନେତା ଇନ୍ଦ୍ରେଶ କୁମାର କହିଲେ ଫାରୁକ…

ନୂଆଦିଲ୍ଲୀ : ବରିଷ୍ଠ ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନ (ଆର୍‌ଏସ୍‌ଏସ୍‌) ନେତା ଇନ୍ଦ୍ରେଶ କୁମାର ସୋମବାର ଦିନ ଜାତୀୟ ସମ୍ମିଳନୀ ସଭାପତି ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ କହିଛନ୍ତି ଯେ ଜମ୍ମୁ-କଶ୍ମୀରବାସୀ ନିଜ ହକ୍‌ ପାଇବା ପାଇଁ ଆନ୍ଦୋଳନକାରୀ କୃଷକମାନଙ୍କ ଭଳି 'ବଳିଦାନ' କରିବାକୁ ହେବ
Read More...

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁତିନଙ୍କ ବୈଠକ : ଅନେକ ପ୍ରସଙ୍ଗ ଉପରେ ହେଲା ଆଲୋଚନା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସୋମବାର ଦିନ ନୂଆଦିଲ୍ଲୀରେ ସାକ୍ଷାତ କରି ଆଞ୍ଚଳିକ ତଥା ବିଶ୍ୱ ସ୍ତରୀୟ ବିକାଶ ସହିତ ମହାମାରୀ ପରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିଙ୍କ
Read More...

ଓମିକ୍ରନ୍‌ର ଗଡ଼ ପାଲଟୁଛି ମହାରାଷ୍ଟ୍ର, ପୁଣି ୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରୋଗୀଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି

ମୁମ୍ବାଇ : ମୁମ୍ବାଇରେ କରୋନା ଭାଇରସ୍‌ର ନ୍ୟୁ ଭାରିଆଣ୍ଟ ଓମିକ୍ରନର ଆଉ ଦୁଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତି ଏବଂ ଆମେରିକାରୁ ଫେରି ଆସିଥିବା ତାଙ୍କ ୩୬ ବର୍ଷୀୟ ବନ୍ଧୁଙ୍କଠାରେ ଓମିକ୍ରନ୍‌ ନିଶ୍ଚିତ ହୋଇଛି । ଏହି ଦୁଇଟି ମାମଲା ପରେ ରାଜ୍ୟରେ
Read More...

ଓମିକ୍ରନ୍ ପାଇଁ ରେଳ ବିଭାଗ ସତର୍କ, ଯାତ୍ରୀମାନଙ୍କୁ ଡିସ୍‌ପୋଜେବଲ୍ ଚାଦର-କମ୍ବଳ ଦିଆଯିବ

ନୂଆଦିଲ୍ଲୀ : କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ୱେଷ୍ଟର୍ଣ୍ଣ ରେଲ୍‌ୱେ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କୁ ଡିସପୋଜେବଲ୍ ଲାଇଲନ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ଏହା ଚାରୋଟି ଟ୍ରେନରେ ଆରମ୍ଭ ହୋଇଛି । ରେଳବାଇ ଦ୍‌ଦ୍ୱାରା
Read More...

ସରକାରୀ ବିଦ୍ୟାଳୟର ଶିକ୍ଷକ ଜଣେ ମଦ ମାଫିଆ, ନିଜ ଘରେ ଗୋଦାମ କରିଥିଲେ

ବାଗହା : ବିହାର ସିଏମ ନୀତୀଶ କୁମାର କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି, କିନ୍ତୁ ତାଙ୍କ ସରକାରୀ କର୍ମଚାରୀମାନେ ପ୍ରତିଦିନ ମଦ ନିଷେଧ ଆଇନକୁ ଚୂନା ଲଗାଉଛନ୍ତି । ତ୍ୟାଗ ଏବଂ ନୈତିକତାର ଶିକ୍ଷା ଦେଉଥିବା ଏହିପରି ଜଣେ ଗୁରୁ ଶୁକ୍ରବାର ବିଳମ୍ବିତ ରାତିରେ ମଦ ବିକ୍ରି କରୁଥିବା
Read More...

ଆଜି ଭାରତ ଗସ୍ତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ : ଓମିକ୍ରୋନ ସଙ୍କଟ ଭିତରେ ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯାହକୁ ନେଇ ସାରା ବିଶ୍ୱର ନଜର ରହିଛି । ରୁଷ୍‌ ରାଷ୍ଟ୍ରପତି ପୁଟିନ ଭାରତକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା
Read More...

ଚାକିରୀ ଖୋଜୁଥିବା ଲୋକଙ୍କୁ ଉତ୍ତରପ୍ରଦେଶ ସରକାର ଲାଠି ଦିଅନ୍ତି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଲକ୍ଷ୍‌ନୌରେ ଏକ ବିକ୍ଷୋଭକାରୀଙ୍କ ଗୋଷ୍ଠୀ ଉପରେ ପୋଲିସ ଲାଠି ମାଡ଼ ଅଭିଯୋଗର ଖବର ପାଇ କଂଗ୍ରେସ ନେତା ତଥା ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ ରବିବାର ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯେତେବେଳେ ଭାରତୀୟ ଜନତା ପାର୍ଟି
Read More...

ମମତା ବାନାର୍ଜୀ କଂଗ୍ରେସକୁ ବାଦ୍‌ ଦେଇ ମିଳିତ ମଞ୍ଚ ଉପରେ ବିଚାର କରୁଛନ୍ତି, ଶିବସେନା ସାଂସଦ ସଞ୍ଜୟ ରାଉତ ଦାବୀ…

ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତ ରବିବାର ଦିନ ଦାବୀ କରିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ବାଦ୍‌ ଦେଇ ମେଣ୍ଟ କରିବାକୁ ଚିନ୍ତା କରୁଛନ୍ତି । ଶିବସେନା ମୁଖପାତ୍ର ଶ୍ରୀ ରାଉତ 'ସାମନା'ରେ ତାଙ୍କର ସାପ୍ତାହିକ ସ୍ତମ୍ଭ 'ରୋକ୍‌ଠୋକ୍‌'ରେ ମଧ୍ୟ ଦାବୀ
Read More...