Browsing Category
ଦେଶ ବିଦେଶ
ଐତିହାସିକ ନିଷ୍ପତ୍ତି କ୍ରମେ ଅର୍ନ୍ତଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେଲା ମିଳିତ ଜାତିସଂଘ
ନୂଆଦିଲ୍ଲୀ, (ପିଆଇବି) : ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି । ଏହାଫଳରେ ‘ଏକ ସୂର୍ଯ୍ୟ ଏକ ବିଶ୍ବ ଏକ ଗ୍ରୀଡ’କୁ ପ୍ରୋତ୍ସାହନ ମିଳିବ । ଏହା ବିଶ୍ବ ପାଇଁ ନ୍ୟାୟୋଚିତ ଇନ୍ଧନ ସମାଧାନ ପ୍ରସ୍ତୁତ କରିବାରେ ସହାୟକ ହେବ ।!-->…
Read More...
Read More...
ଗଣତନ୍ତ୍ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ବିବୃତ୍ତି
ମହାମହିମଗଣ,ନମସ୍କାର,ଏହି ଶିଖର ସମ୍ମିଳନୀରେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧିତ୍ବ କରି ମୁଁ ଗର୍ବିତ। ଆମ ସଭ୍ୟତାର ସ୍ବଭାବରେ ଗଣତନ୍ତ୍ରର ଭାବନା ଏକ ଅଭିନ୍ନ ଅଙ୍ଗ। ଭାରତରେ ୨୫୦୦ ବର୍ଷ ପୂର୍ବେ ଲିଚ୍ଛାଭି ଏବଂ ଶାକ୍ୟ ଭଳି ନିର୍ବାଚିତ ସାଧାରଣତନ୍ତ୍ର ନଗର ରାଜ୍ୟଗୁଡ଼ିକ ସମୃଦ୍ଧି!-->…
Read More...
Read More...
ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ
ନୂଆଦିଲ୍ଲୀ : ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଶ୍ରୀ ରାୱତ ଏବଂ ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ବ୍ରାର୍ ସ୍କୋୟାର ଶ୍ମଶାନ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ!-->…
Read More...
Read More...
ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ
ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ଏକ ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଦକ୍ଷିଣ ମେକ୍ସିକୋର ରାଜଧାନୀ ଟୁକ୍ସଟଲା ଗୁଟିରେଜ ନିକଟରେ ଘଟିଥିବା ଏହି ଦୁର୍ଘଟଣା ଗୁରୁବାର ଅପରାହ୍ନରେ ଟ୍ରକଟି ୧୦୦ରୁ!-->…
Read More...
Read More...
ଚପର୍ ଦୁର୍ଘଟଣା : ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ପୂରା ଘଟଣାକ୍ରମ ବଖାଣିଲେ, କହିଲେ – ତ୍ରିସ୍ତରୀୟ ତଦନ୍ତ…
ନୂଆଦିଲ୍ଲୀ : ତାମିଲନାଡୁର କୁନୁରରେ ଏମ୍ଆଇ -୧୭ ଦୁର୍ଘଟଣାରେ ଦେଶର ପ୍ରଥମ ସିଡିସି ଜେନେରାଲ ବିପିନ ରାୱତଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୨ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ସଂସଦର ଉଭୟ ଗୃହରେ ଏକ!-->…
Read More...
Read More...
ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ଫୋରଣ : ଜଣେ ପୋଲିସ କର୍ମଚାରୀ ଆହତ, ଘଟଣାସ୍ଥଳରୁ ଆଇଇଡି ଏବଂ ଟିଫିନ୍ ଉଦ୍ଧାର
ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟରେ ଏକ ରହସ୍ୟମୟ ବିସ୍ଫୋରଣ ଘଟିଛି । ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ କୋର୍ଟରେ ଏକ ଲାପଟପ୍ ବିସ୍ଫୋରଣ ହୋଇଥିଲା । ପୋଲିସ କହିଛି ଯେ, ସେମାନେ ଏହି ଘଟଣାର ତଦନ୍ତ!-->…
Read More...
Read More...
୧୧ରୁ ଆରମ୍ଭ ହେବ କୃଷକଙ୍କ ଘର ବାହୁଡ଼ା, ସରକାରଙ୍କ ନିଶ୍ଚିତତା ପରେ ମିଳିତ କିସାନ୍ ମୋର୍ଚ୍ଚାର ଘୋଷଣା
ନୂଆଦିଲ୍ଲୀ : କୃଷକମାନେ ସେମାନଙ୍କ ଆନ୍ଦୋଳନ ସ୍ଥଗିତ କରିଛନ୍ତି । କୃଷକଙ୍କ ଘର ବାହୁଡ଼ା ଡିସେମ୍ବର ୧୧ ରୁ ଆରମ୍ଭ ହେବ । ଜାନୁଆରୀ ୧୫ରେ କୃଷକମାନେ ସମୀକ୍ଷା ବୈଠକ କରିବେ । ମିଳିତ କିସାନ୍ ମୋର୍ଚ୍ଚା କୃଷକଙ୍କ ଆନ୍ଦୋଳନକୁ ଶେଷ କରିବାକୁ ଘୋଷଣା କରିଛି । ଏକ ବର୍ଷରୁ ଅଧିକ ସମୟ ଧରି!-->…
Read More...
Read More...
ମାର୍ଚ୍ଚ ୨୦୨୧ଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି)ର…
● ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟକୁ ସାକାର କରିବ ଏହି ନିଷ୍ପତ୍ତି● ଯୋଜନା ଅଧୀନରେ ମୋଟ ୨.୯୫ କୋଟି ଆବାସ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା ; ଏଥିମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ପାଇଁ ଯୋଗାଇ ଦିଆଯିବ ଆର୍ଥିକ ସହାୟତା● ଯୋଜନା ପାଇଁ ଖର୍ଚ୍ଚ ହେବ ୨,୧୭,୨୫୭!-->…
Read More...
Read More...
ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ବିପିନ ରାୱତ
ନୂଆଦିଲ୍ଲୀ : ଆଜି ତାମିଲନାଡୁର କାନ୍ନୁରଠାରେ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ରହିଥିବା ଜଣାପଡିଛି । ତେବେ ଭାରତୀୟ ବାୟୁ ସେନା (ଆଇଏଏଫ୍)ର!-->…
Read More...
Read More...
ଯୋଗୀଙ୍କ ମନ୍ତ୍ରୀ ଶ୍ରୀକୃଷ୍ଣ ମନ୍ଦିର ବିଷୟରେ କହିଛନ୍ତି – ଯଦି ମଥୁରାରେ ମନ୍ଦିର ନିର୍ମାଣ ନହୁଏ, ତେବେ…
ଲକ୍ଷ୍ନୌ : ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ତାଙ୍କ ବକ୍ତବ୍ୟ ହେତୁ ପୁଣି ଥରେ ଖବରରେ ଅଛନ୍ତି । ଲକ୍ଷ୍ମୀ ନାରାୟଣ ପ୍ରଶ୍ନ କରିଛନ୍ତି ଯେ, ଯଦି ଭଗବାନ କୃଷ୍ଣଙ୍କ ମନ୍ଦିର ମଥୁରାରେ ହେବନାହିଁ, ତେବେ ଏହା କ'ଣ ପାକିସ୍ତାନର ଲାହୋରରେ ନିର୍ମିତ ହେବ ? ରାଜ୍ୟର!-->…
Read More...
Read More...