Browsing Category
ଦେଶ ବିଦେଶ
ଛାତ୍ରୀଙ୍କ ଛାତି ଥରାଇବା ଭଳି ସୁଇସାଇଡ୍ ନୋଟ୍ : ଝିଅଟିଏ କେବଳ ମାତୃ ଗର୍ଭରେ କିମ୍ବା କବରରେ ହିିଁ ସୁରକ୍ଷିତ,…
ଚେନ୍ନାଇ : ଚେନ୍ନାଇରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଯୌନ ଉତ୍ପୀଡ଼ନ ଏବଂ ଶୋଷଣର ଶିକାର ହେବା ପରେ ଆତ୍ମହତ୍ୟା କରିଦେଲେ । ସେ ଏକ ସୁଇସାଇଡ୍ ନୋଟ ମଧ୍ୟ ଛାଡିଛନ୍ତି, ଯେଉଁଥିରେ ପୂରା ଘଟଣା ଲେଖାଯାଇଛି । ଏହି ମାମଲାରେ ଜଣେ ୨୧ ବର୍ଷ ବୟସ୍କ କଲେଜ ଛାତ୍ରଙ୍କୁ ପକ୍ସୋ ଅଧିନିୟମ ଅନୁଯାୟୀ!-->…
Read More...
Read More...
ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ଲିଂକ୍ ହେବ : ଲୋକସଭାରେ ନିର୍ବାଚନ ଆଇନ୍ ସଂଶୋଧନ ବିଲ୍ ପାସ୍
ନୂଆଦିଲ୍ଲୀ : ନିର୍ବାଚନ ଆଇନ ସଂଶୋଧନ ବିଲ୍, ୨୦୨୧ ସୋମବାର ଲୋକସଭାରେ ପାରିତ ହୋଇଛି । ଭୋଟର ତାଲିକାରେ ନକଲ ଏବଂ ନକଲି ଭୋଟିଂକୁ ରୋକିବା ପାଇଁ ଭୋଟର ପରିଚୟ ପତ୍ର ଓ ଭୋଟର୍ ତାଲିକାକୁ ଆଧାର କାର୍ଡ ସହିତ ଲିଙ୍କ୍ ପାଇଁ ଏହି ବିଲ୍ ପ୍ରଦାନ କରାଯାଇଛି । ନିର୍ବାଚନ ସଂସ୍କାର ସହ ଜଡିତ ଏହି!-->…
Read More...
Read More...
୮୬ ଲକ୍ଷ ଗରିବ ବୃଦ୍ଧବୃଦ୍ଧା ଓ ନିରାଶ୍ରିତା ମହିଳାଙ୍କୁ ଜାନୁଆରୀ ୧ରୁ ଦୁଇଗୁଣ ଭତ୍ତା, ପାଇବେ ମାସକୁ ୧୦୦୦ ଟଙ୍କା
ଲକ୍ଷ୍ନୌ : ଉତ୍ତରପ୍ରଦେଶର ୮୬ ଲକ୍ଷ ଗରିବ ବୃଦ୍ଧା ଓ ନିରାଶ୍ରିତା ମହିଳା ଜାନୁଆରୀ ୧ରୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ । ଏଥି ସହିତ, ଡିସେମ୍ବର ୧ରୁ ୧୧ ଲକ୍ଷ ଭିନ୍ନକ୍ଷମ ଏହି ସୁବିଧା ପାଇପାରିବେ । ସମସ୍ତେ ପ୍ରତ୍ୟେକେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ ।!-->…
Read More...
Read More...
ଦୁଷ୍କର୍ମ ପରେ ଶିଶୁକନ୍ୟାର ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ଦେଲେ ଅଦାଲତ
ଚଣ୍ଡୀଗଡ଼ : ଏକ ସ୍ୱତନ୍ତ୍ର ଅଦାଲତ ପକ୍ସୋ ଆକ୍ଟରେ ଜଣକୁ ୧୦ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରିବା ପରେ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ କରିଛନ୍ତି । ଆସାମୀକୁ ଜରିମାନା ମଧ୍ୟ ଦେବାକୁ ପଡିବ । ସୂଚନା ଅନୁସାରେ ଶୋଇବା ସମୟରେ ଆସାମୀ ଝିଅଟିକୁ ଘରୁ ଉଠାଇ ନେଇ ବଳାତ୍କାର କରିଥିଲା ।!-->…
Read More...
Read More...
୧୧ ରାଜ୍ୟରେ ଓମିକ୍ରନ୍ ନିଜ ସ୍ଥିତି ଜାହିର୍ କଲା : ମାତ୍ର ୧୮ ଦିନରେ ୧୫୩ ଜଣ ସଂକ୍ରମିତ, ମହାରାଷ୍ଟ୍ରର ଅବସ୍ଥା…
ନୂଆଦିଲ୍ଲୀ : କରୋନା ଭୂତାଣୁର ନୂତନ ଭାରିଆଂଟ୍ ଓମିକ୍ରନ୍ ବିଶ୍ୱର ୯୦ରୁ ଅଧିକ ଦେଶରେ ପାଦ ଦେଇ ସାରିଛି । ଭାରତରେ ମଧ୍ୟ ଓମିକ୍ରନର ନୂତନ ମାମଲା ଦ୍ରୁତ ଗତିରେ ବ୍ୟାପୁଥିବା ଦେଖାଯାଉଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଅତିକ୍ରମ କରିଛି । ମହାରାଷ୍ଟ୍ରରୁ ଆଉ ୬ ଜଣ ଏବଂ!-->…
Read More...
Read More...
ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ପୋଲିସ ଦ୍ୱାରା ସଂଗୃହୀତ ନିର୍ଦ୍ଧିଷ୍ଟ ସୂଚନାକୁ ଆଧାର କରି ପୋଲିସ ଏବଂ ସିଆରପିଏଫର ମିଳିତ ଏକ ଟିମ୍ ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ କର୍ଡ଼ନ୍-ଆଣ୍ଡ-ସର୍ଚ୍ଚ!-->…
Read More...
Read More...
ଭୁଟ୍ଟୋ ଏବଂ ସରିଫ ପରିବାର ପାକିସ୍ତାନକୁ ବର୍ବାଦ୍ କରିଛନ୍ତି : ଇମ୍ରାନ ଖାନ
ଇସ୍ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭୁଟ୍ଟୋ ଏବଂ ସରିଫ ପରିବାରକୁ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନକୁ ବର୍ବାଦ୍ କରିଥିବା ଅଭିଯୋଗ କରିଛନ୍ତି । ଶନିବାର ଦିନ ପାକିସ୍ତାନ ଟେଲିଭିଜନ (ପିଟିଭି)ରେ ପ୍ରସାରିତ 'ଅଲ!-->…
Read More...
Read More...
ବ୍ରିଟେନରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଛି, କରୋନାର ସମସ୍ତ ରେକର୍ଡ ଭାଙ୍ଗିଲା
ଲଣ୍ଡନ : ବୁଧବାର ଦିନ ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୮,୬୧୦ରେ ପହଂଚିଥିବା ଦେଖିବାକୁ ମିଳିଛି, ଯାହା ଦେଶରେ ବର୍ତ୍ତମାନ ପର୍ୟ୍ୟନ୍ତ ସର୍ବାଧିକ । କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ସହିତ, ଓମିକ୍ରନ୍ ଭାରିଆଣ୍ଟ ମୁଖ୍ୟତଃ ଏଥିପାଇଁ ପାଇଁ ଦାୟୀ । ଏହାପୂର୍ବରୁ,!-->…
Read More...
Read More...
ଏଣିକି ଝିଅମାନେ ୨୧ ବର୍ଷରେ ବାହା ହେବେ, ୧୮ ରେ ନୁହେଁ
ନୂଆଦିଲ୍ଲୀ : ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି । ରହିଥିବା ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ!-->…
Read More...
Read More...
ଅଜୟ ଟେନିଙ୍କ ଇସ୍ତଫା ଦାବୀରେ ଗୃହରେ ଉତ୍ତେଜନା : ରାହୁଲ କହିଲେ – ଏହି ମନ୍ତ୍ରୀ ଅପରାଧୀ, ଚାଷୀଙ୍କୁ ହତ୍ୟା…
ନୂଆଦିଲ୍ଲୀ : ଲଖିମପୁର ଖେରୀ ହିଂସା ମାମଲାରେ ଏସଆଇଟିର ରିପୋର୍ଟ ପରେ ରାହୁଲ ଗାନ୍ଧୀଙ୍କ ସହ ବହୁ ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଇସ୍ତଫା ଦାବୀକୁ ଜୋରଦାର କରିଛନ୍ତି । ବିରୋଧୀଙ୍କ ହଂଗାମା ଯୋଗୁଁ ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।!-->…
Read More...
Read More...