Browsing Category

ଦେଶ ବିଦେଶ

କରୋନା ସଂକ୍ରମଣ ପୁନର୍ବାର ଚିନ୍ତା ବଢ଼ାଇଲା : ଗତକାଲି ତୁଳନାରେ ସଂକ୍ରମଣ ମାମଲା ୧୪.୨ ପ୍ରତିଶତ ବୃଦ୍ଧି ପାଇଛି,…

ନୂଆଦିଲ୍ଲୀ : ଓମିକ୍ରନର ଧମାକା ମଧ୍ୟରେ କରୋନା ମାମଲା ପୁଣି ଥରେ ଉପରମୁହାଁ ହେବାକୁ ଲାଗିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୭,୯୭୪ଟି ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୧୪.୨ ପ୍ରତିଶତ
Read More...

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ନିର୍ମାଣ, ପୁନରୁଦ୍ଧାର ଓ ଉନ୍ନତିକରଣ ପ୍ରକଳ୍ପକୁ ମଞ୍ଜୁର କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ୪ ଲେନ ବିଶିଷ୍ଟ କେସିଙ୍ଗା ଆରଓବି ୪ ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୨୦୧ ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା
Read More...

ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାର (ପି୨ଏମ)କୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ…

● ଗୋଟିଏ ବର୍ଷ ଲାଗି ଏହି ଯୋଜନା ପାଇଁ ୧,୩୦୦ କୋଟି ଟଙ୍କା ବ୍ୟୟବରାଦ● ଏହି ଡିଜିଟାଲ ପଦ୍ଧତିରେ ପେମେଣ୍ଟ ବ୍ୟବସ୍ଥା ଫଳରେ ଔପଚାରିକ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ପ୍ରଣାଳୀ ଠାରୁ ବାହାରେ ଥିବା ନାଗରିକମାନଙ୍କ ନିକଟରେ ଡିଜିଟାଲ ଅର୍ଥପଇଠ ସୁବିଧା ସୁଲଭ ହେବ ନୂଆଦିଲ୍ଲୀ, (ପିଆଇବି) :
Read More...

୨୦୨୧-୨୬ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟ ଅନୁମୋଦନ

• ରାଜ୍ୟମାନଙ୍କୁ ୩୭,୪୫୪ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ସମେତ ମୋଟ ୯୩,୦୬୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ• ୨.୫ ଲକ୍ଷ ଏସସି ଏବଂ ୨ ଲକ୍ଷ ଏସଟି ଚାଷୀଙ୍କ ସମେତ ଉପକୃତ ହେବେ ପ୍ରାୟ ୨୨ ଲକ୍ଷ ଚାଷୀ• ଦୁଇଟି ଜାତୀୟ ପ୍ରକଳ୍ପ – ରେଣୁକାଜି (ହିମାଚଳ ପ୍ରଦେଶ) ଏବଂ ଲଖୱାର (ଉତ୍ତରାଖଣ୍ଡ)କୁ
Read More...

ନଦୀ ଗର୍ଭକୁ ଖସିପଡ଼ିଲା ବସ୍‌ : ୫ ମହିଳାଙ୍କ ସମେତ ୯ ମୃତ, ଅନେକ ଆହତ

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଏକ ବସ ବ୍ରିଜରୁ ଖସି ନଦୀ ଗର୍ଭରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମ ଗୋଦାବରୀ ଜିଲ୍ଲାର ଜାଙ୍ଗାରେଡିଗୁଡେମ୍ ନିକଟରେ ଏକ ରାଜ୍ୟ ସଡକ ପରିବହନ ନିଗମ (ଏପିଏସ୍‌ଆର୍‌ଟିସି) ବସ୍ ଏକ କେନାଲରେ ଖସିପଡିଥିଲା । ଏହି ଦୁର୍ଘଟଣାରେ
Read More...

ମେଘାଳୟ, ମିଜୋରାମ ଏବଂ ତ୍ରିପୁରାର ଅଧିକାର ଉଲ୍ଲଂଘନ ମାମଲା ପାଇଁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ସିଲଂ ଠାରେ ‘ଓପନ ହିଅରିଂ…

ସିଲଂ : ଜାତୀୟ ମାନବ ଅଧିକାର ଆୟୋଗ, ଏନ୍‌ଏଚ୍‌ଆର୍‌ସି ଆଜି ଦୁଇ ଦିନିଆ ‘ଓପନ ହିଅରିଂ ଏବଂ କ୍ୟାମ୍ପ ସିଟିଂ’କୁ ସିଲଂ ଠାରେ ସମାପ୍ତ କରିଥିବା ବେଳେ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟର ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ରିଲିଫ ଭାବରେ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି ।
Read More...

ଦକ୍ଷିଣ କୋରିଆରେ କରୋନାର ମାରାତ୍ମକ ତାଣ୍ଡବ : ରେକର୍ଡ ଭାଂଗୁଛି ମୃତ୍ୟୁ, ଡାକ୍ତରଖାନାରେ ସ୍ଥାନ ନାହିଁ

ସିଓଲ : ଦକ୍ଷିଣ କୋରିଆରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ସବୁଠାରୁ ମାରାତ୍ମକ ଦିନ ବୋଲି ପ୍ରମାଣିତ ହୋଇଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (କେଡ଼ିସିଏ) କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୯୪ ରେକର୍ଡ କରାଯାଇଛି । ଏଜେନ୍ସି
Read More...

ମହାରାଷ୍ଟ୍ରରେ ଆଉ ୨ ଚିହ୍ନଟ, ଏବେ ସାରା ଦେଶରେ ସଂକ୍ରମିତ ସଂଖ୍ୟା ୪୧

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଓମିକ୍ରନର ଆଉ ଦୁଇଟି ମାମଲା ଚିହ୍‌ହ୍ନଟ ହେବା ସହିତ ଦେଶରେ କୋଭିଡର ଏହି ପ୍ରକାରରେ ସଂକ୍ରମିତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ରିପୋର୍ଟ ହୋଇଥିବା ଦୁଇ ଜଣ ନୂତନ ଚିହ୍ନଟ ସଂକ୍ରମିତ ଦୁବାଇ ଗସ୍ତରେ ଯାଇଥିଲେ । ଏଥି ସହିତ ଦକ୍ଷିଣ ଆଫ୍ରିକାରୁ
Read More...

ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସମାଲୋଚନା କଲେ : କହିଲେ – ମୋଦୀ ସରକାରଙ୍କୁ ଟ୍ୟୁସନ ଆବଶ୍ୟକ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଥର ରାହୁଲ ଗାନ୍ଧୀ ଗଣତନ୍ତ୍ରରେ ବିତର୍କ ଏବଂ ଅସନ୍ତୋଷର ଗୁରୁତ୍ୱ ଉପରେ ମୋଦୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଏହି ପ୍ରୟାସରେ ସେ ଟ୍ୱିଟ୍ କରିଛନ୍ତି
Read More...

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ସଂକ୍ରାନ୍ତ ତଥା ମୁମ୍ବାଇରେ ମୁଖ୍ୟାଳୟ ଥିବା ସମସ୍ତ ବିଭାଗ ଗୋଟିଏ…

• ସିବିଏଫସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦର ଭାକର ହେଲେ ଏନଏଫଡିସି, ଫିଲ୍ମ ଡିଭିଜନ ଏବଂ ସିଏଫଏସଆଇର ନୂତନ ମୁଖ୍ୟ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ରବିନ୍ଦର ଭାକର ଆଜି ଜାତୀୟ
Read More...