Browsing Category

ଦେଶ ବିଦେଶ

ଦେଶରେ କୋଭିଡ -୧୯ର ସାମ୍ପ୍ରତିକ ପରିସ୍ଥିତି ନେଇ ପିଏମ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ସଂକ୍ରମଣ ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି । ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି । ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ
Read More...

ଏବେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ଉଚ୍ଛେଦ କରିବାର ସମୟ : ଦିଲ୍ଲୀର ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କର୍ମୀଙ୍କୁ…

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ନିର୍ବାଚନ ହେଉଛି ପରିବର୍ତ୍ତନର ମାଧ୍ୟମ ଏବଂ ସଚ୍ଚୋଟତା ସହିତ ନିର୍ବାଚନ ଜିତାଯାଇପାରିବ । ଆମର ପ୍ରତ୍ୟେକ କର୍ମକର୍ତ୍ତା ପ୍ରତିଶ୍ରୁତି
Read More...

ଦେଢ ଲକ୍ଷ ଉପରେ ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୧ ଲକ୍ଷ ୫୯ ହଜାର ୬୩୨ ଆକ୍ରାନ୍ତ, ୩ ହଜାର ୬୨୩ରେ…

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହର ଠାରୁ ତୃତୀୟ ଲହର ବେଶୀ ସଂକ୍ରାମକ ହେବାରେ ଲାଗିଛି । ଏବେ ଦ୍ରୁତ ବେଗରେ ବଢି ଚାଲିଛି କରୋନା ସଂକ୍ରମଣ ।୨୪ ଘଂଟା ଭିତରେ ସଂକ୍ରମଣ ୧ ଲକ୍ଷ ୫୯ହଜାର ୬୩୨ ରହିଥିବା ବେଳେ ୩୨୭ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୪୦, ୮୬୩ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।
Read More...

୫ଟି ରାଜ୍ୟର ବିଧାନସଭା ନିର୍ବାଚନ : ଅନିୟନ୍ତ୍ରିତ କରୋନା ସଂକ୍ରମଣକୁ ରୋକିବା ଏକ ବଡ଼ ଚାଲେଂଜ ହେବ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ କରୋନା ମହାମାରୀ ମଧ୍ୟରେ ଏହି ରାଜ୍ୟଗୁଡିକରେ ନିର୍ବାଚନ କରାଇବା ନିର୍ବାଚନ ଆୟୋଗ ପାଇଁ ଏକ ବଡ଼ ଚ୍ୟାଲେଂଜ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ
Read More...

ଦେଶର କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଡାକିଛନ୍ତି ବୈଠକ, ଅପରାହ୍ନ ସାଢେ଼ ୪ଟାରେ ସମୀକ୍ଷା କରିବେ

ନୂଆଦିଲ୍ଲୀ : କରୋନା ଭାଇରସର ତୃତୀୟ ଲହରର ବିସ୍ତାର ଯୋଗୁଁ ଦେଶରେ କ୍ରମାଗତ ଭାବେ ବ୍ୟାପିବାରେ ଲାଗିଛି କରୋନା । ପ୍ରତିଦିନ ନୂଆ ମାମଲା ରେକର୍ଡ ସଂକ୍ରମଣ ସଂଖ୍ୟା ସାମ୍‌ନାକୁ ଆସୁଛି । ପ୍ରତିଦିନ ରେକର୍ଡ ହୋଇଥିବା ଆକଳନଗୁଡ଼ିକ ବର୍ତ୍ତମାନ ଦେଢ଼଼ ଲକ୍ଷରେ ପହଂଚିଛି । ଗତ ୨୪ଘଂଟା ମଧ୍ୟରେ
Read More...

ଆୟକର ବିଭାଗ ହାତରେ ଲାଗିଲା ଧନ କୁବେର୍ : ୬ ଟି ମେସିନ୍ ରାତିସାରା ନୋଟ୍ ଗଣିଲା

ଦାମୋହ : ମଧ୍ୟପ୍ରଦେଶ ଦାମୋହର ଏକ ମଦ-ହୋଟେଲ ବ୍ୟବସାୟୀ ରାୟ ବ୍ରଦର୍ସ ଉପରେ ଆୟକର ବିଭାଗକୁ ଧନ କୁବେରଙ୍କ ସଂଧାନ ମିଳିଛି । ପ୍ରାୟ ୨୦ କୋଟି ଟଙ୍କା ଆୟକର ବିଭାଗ ହାତରେ ଲାଗିଛି । ଇନକମ ଟ୍ୟାକ୍ସକୁ ସାଢେ଼ ୮ କୋଟି ନଗଦ ଟଙ୍କା, ସାଢେ଼ ୫ କୋଟି ମୂଲ୍ୟର ସୁନା-ହୀରା ଅଳଙ୍କାର, ରାୟ ବ୍ରଦର୍ସ
Read More...

୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ଉପରେ ବି କଟକଣା : ରାଲି, ରୋଡ ସୋ’ ଜାନୁଆରୀ ୧୫ ଯାଏଁ ମନା

ନୂଆଦିଲ୍ଲୀ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତିଥି ଘୋଷଣା ହୋଇ ସାରିଛି । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ୫ ରାଜ୍ୟର ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଥିବା ବେଳେ ଜାନୁଆରୀ ୧୫ ଯାଏଁ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ସୋ' କରିପାରିବେ ନାହିଁ । ପ୍ରଚାର
Read More...

୭ଟି ପର୍ଯ୍ୟାୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ସାତୋଟି ପର୍ଯ୍ୟୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୦ରେ ଉତ୍ତରପ୍ରଦେଶରେ ପ୍ରଥମ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ରେ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ, ଚତୁର୍ଥ ପର୍ଯ୍ୟାୟ ୨୩ ଫେବୃଆରୀରେ, ଫେବୃଆରୀ
Read More...

ଦିଲ୍ଲୀରେ ବର୍ଷା : ଅସମ୍ଭାଳ ଶୀତ, ଜନଜୀବନ ବେହାଲ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଏହା ସାଙ୍ଗକୁ କାଳ ସାଜିଛି ଅଦିନିଆ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ରାସ୍ତା ମାନଙ୍କରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୀତ ସାଙ୍ଗକୁ ଏହି ଅଦିନିଆ ବର୍ଷାରେ ବେହାଲ ହୋଇପଡିଛି ଦିଲ୍ଲୀର
Read More...

କରୋନାକୁ ହଟାଇବା ଅସମ୍ଭବ, ଏପରିକି ବଢ଼ୁଥିବା ମାମଲାଗୁଡ଼ିକର ମଧ୍ୟ ଅର୍ଥ କିଛି ନାହିଁ : କୋଭିଡ ପ୍ୟାନେଲ ମୁଖ୍ୟଙ୍କ…

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ବିସ୍ଫୋରଣ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସମଗ୍ର ଦେଶରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ପଜିଟିଭ୍‌ ହାର ମଧ୍ୟ ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଅନେକ ମାମଲା ସତେ୍‌ତ୍ୱ
Read More...