Browsing Category
ଦେଶ ବିଦେଶ
ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜି, ପୋଙ୍ଗଲ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି : ପ୍ରଧାନମନ୍ତ୍ରୀତାମିଲ ସଂସ୍କୃତି ସମଗ୍ର ଦେଶର ଏକ ସହଭାଗୀ ଐତିହ୍ୟ : ପ୍ରଧାନମନ୍ତ୍ରୀତାମିଲ ସଂସ୍କୃତିରେ, ଚାଷୀଙ୍କୁ ଜୀବନର ଆଧାର ଭାବରେ ବିବେଚନା କରାଯାଏ ; ଥିରୁକ୍କୁରାଲ କୃଷି ଏବଂ କୃଷକଙ୍କ ଗୁରୁତ୍ୱ ବିଷୟରେ ବିସ୍ତୃତ ଭାବରେ!-->…
Read More...
Read More...
ଆଜି ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୦.୩୦ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ‘ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)’କୁ ଉଦଘାଟନ କରିବେ ।!-->…
Read More...
Read More...
‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା
● ସହଭାଗିତାରେ ସାମିଲ ହେଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ● ଆତ୍ମନିର୍ଭର ଭାରତ ସଂକଳ୍ପ ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ଭାରତର ଉଦୀୟମାନ ନୂତନ ଉଦ୍ଭାବନ ପରିବେଶକୁ ଆଧାର କରି ପ୍ରସ୍ତୁତ ହେଲା ଆଠଟି କ୍ଷୁଦ୍ର ଚଳଚ୍ଚିତ୍ର
!-->!-->…
Read More...
Read More...
ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି
ଭୁବନେଶ୍ୱର, ପିଆଇବି) : ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ସମାଚାର ପ୍ରଭାଗରେ ନବନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ପ୍ରଶିକ୍ଷାର୍ଥୀ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର!-->…
Read More...
Read More...
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ
• ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ - ଧର୍ମେନ୍ଦ୍ର ପ୍ରଧାନ• ସ୍ୱତନ୍ତ୍ର ଇ-ଶପଥ ପ୍ଲାଟଫର୍ମ ଓ ମୋବାଇଲ୍ ଆପ୍ଲିକେସନ ଉନ୍ମୋଚନ କଲେ ମାନ୍ୟବର ଉପରାଷ୍ଟ୍ରପତି• ନିଶାମୁକ୍ତ, ସୁସ୍ଥ ତଥା ସଶକ୍ତ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ!-->…
Read More...
Read More...
କେନ୍ଦୁଝରରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୧୭୦୮ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶିଳାନ୍ୟାସ, ୧୯୪ କୋଟି ଟଙ୍କାର ୩୬ଟି ପ୍ରକଳ୍ପ ଉଦ୍ଘାଟିତଆଞ୍ଚଳିକ ବୈଷମ୍ୟ ଦୂରହେବ, ଓଡିଶାର ପ୍ରତ୍ୟେକ ଅଞ୍ଚଳ ହେବ ବିକଶିତ, ପ୍ରତ୍ୟେକ ଜିଲ୍ଲାରେ ହେବ ଶିଳ୍ପାୟନୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ - ମୁଖ୍ୟମନ୍ତ୍ରୀ
!-->!-->!-->…
Read More...
Read More...
ଭାରତ-ଜର୍ମାନୀ ମିଳିତ ବିବୃତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର, ମହାମହିମ ଶ୍ରୀ ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ!-->…
Read More...
Read More...
ଜେଏନୟୁର ୯ମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ : ନବସୃଜନ, ଉଦ୍ୟମିତା, ପ୍ରଶାସନ, ଏବଂ କୂଟନୀତି କ୍ଷେତ୍ରରେ…
• ଜେଏନୟୁର ଡିଗ୍ରୀ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ• ଗଣତନ୍ତ୍ରର ସୁରକ୍ଷା ଓ ଅର୍ଥନୈତିକ ପ୍ରଗତିର ଦାୟିତ୍ୱ ନେବା ଦରକାର ଜେଏନୟୁ• ଏନୟୁର ଏକାଡେମିକ ଉତ୍କର୍ଷତା ଏବଂ ଦେଶ ଗଠନରେ ଏହାର ଭୂମିକା ଉପରେ କହିଲେ
ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା କେବଳ!-->!-->!-->…
Read More...
Read More...
‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା – ୨୦୨୬’ରେ ‘କୁଦୋପାଲି’ର ବୀରତ୍ୱ ଗାଥାକୁ ପ୍ରାଧାନ୍ୟ
ସ୍ପାନିସ ସମେତ ୧୩ଟି ଭାଷାରେ ପ୍ରକାଶିତ କୁଦୋପାଲି ପୁସ୍ତକ ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ - ଧର୍ମେନ୍ଦ୍ର ପ୍ରଧାନକାତାରର ସଂସ୍କୃତି ମନ୍ତ୍ରୀ ଏଆର ବିନ ହାମଦ ବିନ ଜାସିମ ବିନ ହାମଦ ଅଲ୍ ଥାନି ଏବଂ ସ୍ପେନର ସଂସ୍କୃତି ମନ୍ତ୍ରଣାଳୟର ଡାରେକ୍ଟର ଜେନେରାଲ ଅଫ୍ ବୁକ୍ସ!-->…
Read More...
Read More...
ସୋମନାଥ ସ୍ବାଭିମାନ ପର୍ବ : ହଜାର ବର୍ଷର ଗଭୀର ଆସ୍ଥା ଓ ସଭ୍ୟତାଗତ ଗୌରବ
୧୦୨୬ ମସିହାରେ ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ସୋମନାଥ ସ୍ୱାଭିମାନ ପର୍ବ (ଜାନୁଆରୀ ୮-୧୧, ୨୦୨୬) ପାଳନ କରାଯାଉଛିସୋମନାଥ ପର୍ବ ଭାରତର ସଭ୍ୟତା ତଥା ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ପାଳନ କରେପ୍ରଧାନମନ୍ତ୍ରୀ ଶ୍ରୀ!-->…
Read More...
Read More...