Browsing Category

ଦେଶ ବିଦେଶ

ବ୍ଲାକମେଲିଂ କରୁଥିଲା ପ୍ରେମିକା, ଇ-ରିକ୍ସା ଡ୍ରାଇଭର ପ୍ରେମିକ ହତ୍ୟାକଲା ପ୍ରେମିକାକୁ

ନୂଆଦିଲ୍ଲୀ : ବାରମ୍ବାର ବ୍ଲାକମେଲିଂରେ ବିତସ୍ଫୃହ ହୋଇ ଜଣେ ଇ-ରିକ୍ସା ଡ୍ରାଇଭର ଦିଲ୍ଲୀର ଦ୍ୱାରକାଠାରେ ତାଙ୍କ ପ୍ରେମିକାକୁ ହତ୍ୟା କରିଥିଲେ । ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ଏହି ବିଷୟରେ ସୂଚନା ଦେଇଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ଅଜୟ କୁମାର ନାମକ ଅଭିଯୁକ୍ତ ଉତ୍ତରପ୍ରଦେଶର
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କାଙ୍କୁ ମିଳିଳା ଉପ ଅଧିନାୟକ ଦାୟିତ୍ୱ

ମୁମ୍ବାଇ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କାଙ୍କୁ ମିଳିଛି ଉପ ଅଧିନାୟକ ଦାୟିତ୍ୱ । ସେହିପରି ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି ସବିତା ପୁନିଆ । ଜୁଲାଇ ୨୮ରୁ ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଥିବା ବେଳେ ଗୁରୁବାର ରାତିରେ ହକି
Read More...

ନୂଆ ଏନ୍‌ଆଇଏ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦିନ୍‌କର ଗୁପ୍ତା

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦିନ୍‌କର ଗୁପ୍ତାଙ୍କୁ ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଗୁପ୍ତା ହେଉଛନ୍ତି ପଞ୍ଜାବ କ୍ୟାଡର୍‌ର ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ । କ୍ୟାବିନେଟ୍‌ ନିଯୁକ୍ତି କମିଟି (ଏପିସି)
Read More...

ରୁଷରୁ ଅଶୋଧିତ ତୈଳ ଆମଦାନୀ ୫୦ ଗୁଣ ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିୟନ୍ତ୍ରଣରେ ସହାୟକ ହେବ

ନୂଆଦିଲ୍ଲୀ : ୟୁକ୍ରେନ ସହିତ ଯୁଦ୍ଧ ପରେ ଆମେରିକା-ୟୁରୋପ ସମେତ ସମସ୍ତ ଦେଶର ପ୍ରତିବଂଧକକୁ ସାମ୍ନା କରୁଥିବା ରୁଷ ଅଶୋଧିତ ତୈଳ ଶସ୍ତା ମୂଲ୍ୟରେ ଭାରତକୁ ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲା । ତା’ପରେ ଭାରତୀୟ କମ୍ପାନୀମାନେ ମଧ୍ୟ ଏହି ସୁଯୋଗ ନେଇଥିଲେ । ସୂଚନା ଅନୁସାରେ ମାତ୍ର
Read More...

ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦ୍‌ଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭ

“ଦେଶ ନାଗରିକ କୈନ୍ଦ୍ରିକ ପ୍ରଶାସନ ଦିଗରେ ଗତି କରୁଛି”“ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକର ସମାଧାନ ସ୍ୱାଧୀନ ଭାରତକୁ ଆଗେଇ ନେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ”ସରକାରଙ୍କ ନିକଟରେ ପହଞ୍ଚିବା ଓ ସୁବିଧା ପାଇବାକୁ ସୁନିଶ୍ଚିତ କରିବା ହେଉଛି
Read More...

ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଟିଏମ୍‌ସିର ପ୍ରବେଶ, ମମତା ବାନାର୍ଜୀ କହିଲେ – ‘ବିଧାୟକମାନଙ୍କୁ…

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଅନେକ ଶିବସେନା ବିଧାୟକ ସିଏମ୍ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ସମସ୍ତ ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ଗୁଆହାଟୀର ହୋଟେଲ ରେଡିସନ୍ ବ୍ଲୁରେ ରହିଛନ୍ତି । ବର୍ତ୍ତମାନ ଟିଏମ୍‌ସି ମଧ୍ୟ
Read More...

ସରକାରୀ ବିଦ୍ୟାଳୟରେ ପଢ଼ାଇବା ବାହାନା କରି ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରୁଥିଲେ : ଯିବାକୁ ପଡ଼ିଲା…

ବାଲୋଦ : ଛତିଶଗଡର ବାଲୋଦ ଜିଲ୍ଲାର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ସେଠାରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟ ପରିଚାଳନା କମିଟି ଏବଂ ପୋଲିସ ନିକଟରେ ଏକ
Read More...

ବିଜେଡି ପରେ ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ

ନୂଆଦିଲ୍ଲୀ : ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି ।
Read More...

ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଜବତ

ବାଡମେର୍‌ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର୍‌ ଜିଲ୍ଲାର ପୋଲିସର ନିଦ ହଜାଇ ଦେଇଛି । ପୋଲିସ ପକ୍ଷରୁ ଏଭଳି ର‍୍ୟାକେଟର ସଦସ୍ୟଙ୍କୁ ଗିରଫ କରିବା ଲାଗି ଏବେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ରାଜସ୍ଥାନ ବାଡମେର୍‌
Read More...

ଖାଇବା ତେଲ ଦାମରେ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ କେନ୍ଦ୍ର ସରକାର ଗ୍ରହଣକରିଥିବା ପଦକ୍ଷେପ ଗୁଡିକର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଦେଶର ପ୍ରମୁଖ ଖାଇବା ତେଲ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ମୂଲ୍ୟରେ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ବୋଲି ଖାଦ୍ୟ
Read More...