Browsing Category
ଦେଶ ବିଦେଶ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏନ୍ଏଚ୍ ୩୪ରେ ପିକ୍ଅପ୍ ଏବଂ ଅଟୋ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ମୌଦଡା ପୋଲିସ ଷ୍ଟେସନ ଅଞ୍ଚଳର ମାକରାଓଁ ଗ୍ରାମ ନିକଟରେ ଘଟିଛି ।!-->…
Read More...
Read More...
ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜୁଲାଇ ୧୮ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଭାଜପା ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ପକ୍ଷରୁ ୟଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୪ରେ ଏନଡିଏ!-->…
Read More...
Read More...
ଜୁନ୍ ୨୬ରୁ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୬-୨୮ରେ ବିଦେଶ ଗସ୍ତରେ ଯିବେ । ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜୁନ୍ ୨୬-୨୭ ଜର୍ମାନୀରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପରେ ସଂଯୁକ୍ତ ଆରବ!-->…
Read More...
Read More...
ହରିୟାଣା ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି
ଚଣ୍ଡିଗଡ : ହରିୟାଣା ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଗତ ରବିବାର ୧୮ କାଉନସିଲର୍ ଏବଂ ୨୮ଟି ନିଗମ ମୋଟ ୪୬ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଯେଉଁଥିରେ ବିଜେପି ୨୨ଟି ଆସନରେ ବିଜୟୀ ହୋଇଛି । ସେହିଭଳି ବିଜେପିର ସହଯୋଗୀ ଦଳ ଜନନାୟକ!-->…
Read More...
Read More...
ଆଫଗାନିସ୍ତାନରେ ଭୂମିକମ୍ପ : ଶହେରୁ ଅଧିକ ମୃତ
ଆଫଗାନିସ୍ତାନ : ଆଫଗାନିସ୍ତାନରେ ଭୂମିକମ୍ପ ହୋଇ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ କେବଳ ଆଫଗାନିସ୍ତାନରେ ଖାଲି ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି ।
Read More...
Read More...
ମହାରାଷ୍ଟ୍ର ରାଜ୍ୟପାଳ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି
ମହାରାଷ୍ଟ୍ର : ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟପାଳ କୋଶିୟାରୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ରାଜ୍ୟପାଳ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ!-->…
Read More...
Read More...
ବ୍ୟାଣ୍ଡବାଜାର ଦେୟକୁ ନେଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ବିବାଦ, ବାହା ନହୋଇ ଫେରିଗଲା ବର
ଶାହାଜାହାନପୁର : ୟୁପିର ଶାହାଜାହାନପୁର ଜିଲ୍ଲାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ବ୍ୟାଣ୍ଡବାଜାର ଦେୟକୁ ନେଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ବିବାଦ ଦେଖାଦେବା ପରେ, ବିବାଦ ଏତେ ବଢ଼ିଗଲା ଯେ, ଉଭୟ ପକ୍ଷ ମୁହାଁମୁହିଁ ହୋଇ ଯାଇଥିଲେ । ବର ଏ ବିଷୟରେ ଜାଣିବା ମାତ୍ରେ ବିବାହ କରିବାକୁ!-->…
Read More...
Read More...
ଓଡ଼ିଶା ମାଟିର ସୁପୁତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ : ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଓଡ଼ିଶା ମାଟିର ସୁପୁତ୍ରୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ ।!-->…
Read More...
Read More...
ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମହୀଶୂର ଠାରେ ବିଶାଳ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
ମହୀଶୂର ଯୋଗ କାର୍ଯ୍ୟକ୍ରମ ସହ ଦେଶର ୭୫ଟି ଐତିହ୍ୟ ସ୍ଥଳରେ ଗଣ ଯୋଗାଭ୍ୟାସ ପ୍ରଦର୍ଶନକୋଟି କୋଟି ଜନସାଧାରଣଙ୍କ ଅଂଶଗ୍ରହଣ ସହ ଦେଶ ବ୍ୟାପୀ ଅନେକ ସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ଗଣ ଯୋଗାଭ୍ୟାସ ପ୍ରଦର୍ଶନ“ଯୋଗ ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ଏହା ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ”“ଯୋଗ!-->…
Read More...
Read More...
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି । ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଇତି ମଧ୍ୟରେ ମଙ୍ଗଳବାର ଭାଜପା!-->…
Read More...
Read More...