Browsing Category

ଦେଶ ବିଦେଶ

ଜାମ୍ମୁ କାଶ୍ମୀର : ପୁଲୱାମାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିିଁ, ୧ ଆତଙ୍କବାଦୀ ନିହତ

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ମୁହାଁମୁହିିଁ ଅବସ୍ଥା ଦେଖାଦେଇଛି । ତେବେ ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲୱାମାର ଦୁଜାନ ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ
Read More...

ଆନ୍ତର୍ଜାତୀୟ ଯୋଗ ଦିବସରେ ମହୀଶୂରରେ ଯୋଗ ଅଭ୍ୟାସ କଲେ ପିଏମ୍‌ ମୋଦୀ

ମହୀଶୂର : ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ତଥା ବିଶ୍ୱର ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ଏକ ଚମତ୍କାର ଐତିହ୍ୟ ଯୋଗ ; ଏହା କେବଳ ଲୋକଙ୍କ ଜୀବନର ଏକ ଅଂଶ ନୁହେଁ । ଆଜି ଦୁନିଆରେ
Read More...

ଯୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା : ଯୋଗ ଜୀବନର ଅଂଶ ନୁହେଁ, ଜୀବନଶୈଳୀ ପାଲଟିଛି

ନୂଆଦିଲ୍ଲୀ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଯୋଗ କରିବା ପରେ ଯୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରତିକ୍ରିୟା
Read More...

ଆଜି ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ସମୀକ୍ଷା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ସମୀକ୍ଷା କରିବେ ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ଏବଂ ବିଭିନ୍ନ ସରକାରୀ ଯୋଜନା ରୂପାୟନରେ ସେମାନଙ୍କର
Read More...

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ : ବରଗଡ଼ର ୨ ହଜାର ବର୍ଷ ପ୍ରାଚୀନ…

• କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ• ଏଏସଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନୀରିକ୍ଷା, ସମୀକ୍ଷା ଉନ୍ନତଧରଣ ହୋଇପାରିବ• ପ୍ରାଚୀନ ଅଂଶବିଶେଷରୁ ଉକ୍ତସ୍ଥାନଟି ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ବୋଲି
Read More...

ଯୌତୁକଲୋଭୀ ବର ହେଲା ଶିଶୁପାଳ, ବିବାହ କରିବାକୁ ମନା କରିଦେଲା କନ୍ୟା

ଉନ୍ନାଓ : ଯୌତୁକଲୋଭୀ ବର ହେଲା ଶିଶୁପାଳ । ବିବାହ କରିବାକୁ ମନା କରିଦେଲା କନ୍ୟା । ବିବାହ ସଂପନ୍ନ ହେବା ପୂର୍ବରୁ ଭାଙ୍ଗିଲା ବାହାଘର । ଏହା ପରେ ମୁଂଡ଼ ଆଉଁସି ଫେରି ଆସିଲା ବର । ପରିବାରର ସଦସ୍ୟମାନେ ମଧ୍ୟ କନ୍ୟାର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସଫିପୁର କୋତୱାଲିରେ ଯୌତୁକ
Read More...

ତିନିଦିନିଆ ‘ଜାତୀୟ ଯୋଗ ଅଲିମ୍ପିଆଡ’ ସମାରୋହକୁ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭାରତର ଯୋଗ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି- ଧର୍ମେନ୍ଦ୍ର ପ୍ରଧାନ• ସ୍କୁଲ ପାଠ୍ୟକ୍ରମରେ ଯୋଗକୁ ସାମିଲ କରିବା ପାଇଁ ଏନସିଇଆରଟିକୁ ପରାମର୍ଶ ଦେଲେ• ସ୍କୁଲ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଯୋଗ ଅଲିମ୍ପିଆଡ ଆୟୋଜନ କରାଯିବା ଆବଶ୍ୟକ• ଜାତୀୟ ଶିକ୍ଷା ନୀତିରେ ଛାତ୍ର ଓ ଶିକ୍ଷକଙ୍କ
Read More...

ବର୍ଷକରେ ପେଟ୍ରୋଲ କାର୍‌ ଦାମ୍‌ରେ ମିଳିବ ଇଭି

ନୂଆଦିଲ୍ଲୀ : ବର୍ଷକ ଭିତରେ ପେଟ୍ରୋଲ କାର୍‌ ଦାମରେ ଇଲେକ୍ଟ୍ରିକ୍‌ କାର୍‌ ମିଳିବ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି । ଏହାଦ୍ୱାରା ପେଟ୍ରୋଲ ଓ ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ପାଇଁ ହେଉଥିା ଖର୍ଚ୍ଚ ସଞ୍ଚୟ କରିବାକୁ ଚେଷ୍ଟା କରାଯାଉଛି । ପେଟ୍ରୋଲ ଓ
Read More...

ଜୋର ଜବରଦସ୍ତ ଋଣ ଅସୁଲ ହେବ ବନ୍ଦ

ମୁମ୍ବାଇ : ଦେଶରେ କେତେକ ଋଣ ପ୍ରଦାକାରୀ ସଂସ୍ଥା ଲୋକଙ୍କଠାରୁ ଜେର ଜବରଦସ୍ତ ଋଣ ଅସୁଲ କରୁଛନ୍ତି । ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହା ଏକ ଗୁରୁତର ଚିନ୍ତା ବିଷୟ । ଋଣ ଅସୁଲ ନେଇ କେତେକ ନିୟନ୍ତ୍ରିତ ଏବଂ ଅଣନିୟନ୍ତ୍ରିତ
Read More...

ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସସୀମା ୨୩ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅଗ୍ନିପଥ ଯୋଜନା ଅଧୀନରେ ସେନାବାହିନୀରେ ଯୁବକମାନଙ୍କ ନିଯୁକ୍ତି ନିମନ୍ତେ ନୂଆ
Read More...