Browsing Category

ଦେଶ ବିଦେଶ

ଜୁନ ୧୯ରେ ହେବାକୁ ଥିବା ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭାରତ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଆୟୋଜନ କରିବଅଲିମ୍ପିକ ଶୈଳୀରେ ମଶାଲ ଦୌଡ ପ୍ରଥମ ଥର ପାଇଁ ଚେସ ଅଲମ୍ପିଆଡରେ ଆରମ୍ଭ ହେବଭବିଷ୍ୟତରେ ଚେସ ଅଲିମ୍ପିଆଡର ମଶାଲ ଦୌଡ ଭାରତରୁ ହିଁ ଆରମ୍ଭ ହେବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯, ସନ୍ଧ୍ୟା ୫ଟା ବେଳେ
Read More...

ଚାଷୀଙ୍କ ଝିଅ ହରିୟାଣା ବୋର୍ଡ ଟପ୍ପର

ଚଣ୍ଡିଗଡ : ହରିୟାଣା ରୋହତକ ଜିଲ୍ଲା ଅନ୍ତର୍ଗତ ନିନ୍ଦାନା ଗ୍ରାମର ଜଣେ କୃଷକଙ୍କ ଝିଅ କାଜଲ ହରିୟାଣା ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କେସିଏମ୍‌ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ନିନ୍ଦାନା, ରୋହତକରେ ପଢୁଥିବା କାଜଲ ମୋଟ ୫୦୦ ମାର୍କରୁ ୪୯୮ ମାର୍କ ରଖିଛନ୍ତି ।
Read More...

୧୦୦ତମ ଜନ୍ମ ଦିବସରେ ନିଜ ମା’ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଜୁନ୍‌ ୧୮ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବାଙ୍କ ୧୦୦ତମ ଜନ୍ମ ଦିବସ । ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗରଠାରେ ତାଙ୍କ ମା’ଙ୍କୁ ଭେଟିବାକୁ ଯିବାର ସମ୍ଭାବନା ରହିଛି । ଯେଉଁଠସି ବୁଧବାର ତାଙ୍କ ନାମରେ ଏକ ରାସ୍ତାର
Read More...

ଖାଇବା ତେଲ ଦାମ୍‌ ୧୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ବ୍ରାଣ୍ଡେଡ ଖାଇବା ତେଲର ଲିଟର ପିଛା ଦାମ୍‌ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଆନ୍ତର୍ଜାତିକ ବଜାରରେ ଦାମ୍‌ କମିବାରୁ ଭାରତରେ ପାମ୍‌ ଅଏଲ୍‌, ସନ୍‌ ଫ୍ଲାୱାର ଓ ସୋୟାବିନ୍‌ ଅଏଲ୍‌ର ଦାମ ହ୍ରାସ ପାଇଛି । ପାମ୍‌ ଅଏଲ୍‌ ଦାମ୍‌ରେ ଲିଟର ପିଛା ୭-୮ ଟଙ୍କା, ସନ୍‌ ଫ୍ଲାୱାର
Read More...

ମାଷ୍ଟର କାର୍ଡ ଉପରୁ ହଟିଲା କଟକଣା

ମୁମ୍ବାଇ : ମାଷ୍ଟର କାର୍ଡ ଉପରେ ଲଗାଯାଇଥିବା କଟକଣାକୁ ପାଖାପାଖି ବର୍ଷକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିଛି । ଡାଟା ସଂରକ୍ଷଣ ନିୟମକୁ ପାଳନ କରିବାରେ ବିଫଳ ହେବାରୁ ୨୦୨୧ ଜୁଲାଇ ୨୨ରେ ଏହି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲା । ନୂଆ ଗ୍ରାହକ ଯୋଡିବାକୁ
Read More...

ଆସନ୍ତା ୨୮ରେ ଜିଏସ୍‍ଟି ପରିଷଦର ବୈଠକ

ନୂଆଦିଲ୍ଲୀ : ଚଳିତ ମାସ ୨୮ ଓ ୨୯ତାରିଖ ଦୁଇଦିନ ଧରି ଶ୍ରୀନଗରରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‍ଟି) ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପକ୍ଷରୁ ଟିକସ ହାରରେ ସଂଗତି ଆଣିବା ଏବଂ
Read More...

ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ୩୭ ଜଣିଆ ଦୌଡ଼କୁଦ ଦଳ ଘୋଷିତ

ନୂଆଦିଲ୍ଲୀ : ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ୩୭ଜଣିଆ ଦୌଡ଼କୁଦ ଦଳ ମନୋନୟନ କରାଯାଇଛି । ଦଳରେ ଟୋକିଓ ଅଲିିମ୍ପିକ୍‌ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ସମେତ ଦୁଇ ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି । ଜାଭେଲିନ୍‌ ଥ୍ରୋରେ
Read More...

ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ଜୁନ, ୨୦୨୨ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ :୧). ଜୁନ, ୨୯, ୨୦୨୨, ପ୍ରାର୍ଥୀପତ୍ର ଦାଖଲର ଶେଷ
Read More...

ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ପାଇଁ ଜାରି ହେଲା ଚିଠା ମାର୍ଗଦର୍ଶିକା

• ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ• ଓଡ଼ିଶାର ଦୁଇଟି ସ୍ଥାନ ସମେତ ଦେଶର ୪୫ଟି ରୋ-ରୋ ଫେରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ବନ୍ଦର,
Read More...

ଶୁକ୍ରବାର ଦିନ ଇଡ଼ିର ପଚରା ଉଚରାରେ ସାମିଲ ହେବେ ନାହିଁ ରାହୁଲ ଗାନ୍ଧୀ, ଇଡ଼ିକୁ ଲେଖିଲେ ଚିଠି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ପଚରାଉଚରା ଚାଲିଥିବା ବେଳେ ଇଡି ଦ୍ୱାରା ରାହୁଲଙ୍କୁ ପଚରା ଉଚରା ପରେ କଂଗ୍ରେସ ନେତା ସାରାଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଇଡିକୁ ଚିଠି ଲେଖିଛନ୍ତି । ଏଥିରେ ଶୁକ୍ରବାର ସେ
Read More...