Browsing Category

ଦେଶ ବିଦେଶ

ଆସାମରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଅସଂଭାଳ, ୧୮ ଟି ଜିଲ୍ଲାରେ ପ୍ରାୟ ୭୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି,…

ଦିଶପୁର : ଦେଶର ଆସାମ ରାଜ୍ୟ ପୁଣି ଥରେ ବନ୍ୟା ପରିସ୍ଥିତିକୁ ସାମ୍‌ନା କରିଛି । ଏଥର ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗତ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ରାଜ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଆସାମରେ ପ୍ରବଳ
Read More...

ସଂରକ୍ଷଣ ନିଆଁ ପୁଣି ତେଜିଲା, ୫ ଦିନ ଧରି ଆନ୍ଦୋଳନକାରୀମାନେ ଜୟପୁର-ଆଗ୍ରା ରାଜପଥରେ

ଭରତପୁର : ସଂରକ୍ଷଣ ଦାବୀରେ ସେନି, କୁଶୱା, ଶାକ୍ୟ ଏବଂ ମୌର୍ଯ୍ୟ ସମାଜର ଆନ୍ଦୋଳନ ଆଜି ପଞ୍ଚମ ଦିନ ପାଇଁ ଜାରି ରହିଛି । ଏହି ସମାଜର ଲୋକମାନେ ଭରତପୁର ଜିଲ୍ଲାର ଜୟପୁର-ଆଗ୍ରା ଜାତୀୟ ରାଜପଥରେ ୧୨ ପ୍ରତିଶତ ସଂରକ୍ଷଣ ଦାବୀରେ ଆରୋଡା ଗାଁରେ ରାଜପଥ ଜାମ୍ କରି ବସିଛନ୍ତି । ସଂରକ୍ଷଣ
Read More...

ସାଢେ଼ ତିନି ଲକ୍ଷ ଟଙ୍କା ସୁଧରେ ଲଗାଇ ୨ କୋଟି କରିଦେଲେ ସାହୁକାର, ପୀଡିତ କୃଷକଙ୍କ ଆତ୍ମହତ୍ୟା

କରୋଲି : ରାଜସ୍ଥାନର କରୋଲି ଜିଲ୍ଲାର ନାଦୋତି ଅଞ୍ଚଳରେ ଜଣେ କୃଷକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଚାଷୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ସେ ୧୦-୧୨ ବର୍ଷ ପୂର୍ବେ ସାହୁକାରଙ୍କ ଠାରୁ ସାଢେ଼ ତିନି ଲକ୍ଷ ଟଙ୍କା ନେଇଥିଲେ । ଲଗାତାର ଋଣ କିସ୍ତି ପରିଶୋଧ କରିବା ପରେ ବି
Read More...

ଶୁକ୍ରବାରର ନମାଜ ପୂର୍ବରୁ ୟୁପିର ଅନେକ ସହରକୁ ଡ୍ରୋନ୍ ଜଗିଛି, ସମ୍ବେଦନଶୀଳ ଜିଲ୍ଲାମାନଙ୍କରେ ଭାରି ଫୋର୍ସ ନିୟୋଜନ

ଲକ୍ଷ୍ନୌ : ଗତ ଶୁକ୍ରବାର ଦିନ ଦୁଇ ମସ୍‌ଜିଦ୍‌ରେ ହୋଇଥିବା ହିଂସା ଏବଂ ବୋବାଲକୁ ଦୃଷ୍ଟିରେ ରଖି ଜୁନ୍ ୧୭ରେ ନମାଜ କାର୍ଯ୍ୟକ୍ରମକୁ ଶୃଂଖଳାର ସହ ସମାପ୍ତ କରିବା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲକ୍ଷ୍ନୌ, କାନପୁର, ସାହାରନପୁର, ପ୍ରୟାଗରାଜ ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ
Read More...

୧୦୦ ରୁ ଅଧିକ ଡକାୟତି ଘଟଣାରେ ସମ୍ପୃକ୍ତ ୨ ଦୁର୍ବୃତ୍ତ ଗିରଫ, ୧୧ ବନ୍ଧୁକ ଉଦ୍ଧାର

ନୋଏଡା : ମଙ୍ଗଳବାର ସକାଳେ ନୋଏଡା ଠାରେ ପୋଲିସ ସହିତ ମୁହାଁମୁହିଁ ହେବା ପରେ ଦିଲ୍ଲୀର ଦୁଇ ଡକାୟତଙ୍କୁ ଗିରଫ କରାଯାଇଥିଲା । ପୋଲିସ ଏହି ସୂଚନା ଦେଇଛି । ବିଭିନ୍ନ ସ୍ଥାନରୁ ଲୁଟ୍ ହୋଇଥିବା ୭ ଟି ମୋବାଇଲ୍ ଫୋନ୍, ସେମାନଙ୍କଠାରୁ ଡକାୟତିରେ ବ୍ୟବହୃତ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ
Read More...

ଆଇଏମଟି/୫ଜି ନିଲାମକୁ କ୍ୟାବିନେଟ ଅନୁମୋଦନ

ଖୁବଶୀଘ୍ର ଆରମ୍ଭ ହେବ ୫ଜି ସେବା; ଏହା ୪ଜି ଠାରୁ ପ୍ରାୟ ୧ଠ ଗୁଣ ଦ୍ରୁତତରଟେଲିକମ ସେବା ପ୍ରଦାନକାରୀଙ୍କୁ ବ୍ୟବସାୟଜନିତ ଖର୍ଚ୍ଚ ହ୍ରାସ କରିବାକୁ ସୁଯୋଗ ଦେବାକୁ ପଦକ୍ଷେପ୭୨ ଗିଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ ୨ଠ ବର୍ଷ ପାଇଁ ନିଲାମ ହେବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ଅଗ୍ନିବୀରଙ୍କ ନିମନ୍ତେ ଶିକ୍ଷା ଓ ତାଲିମକୁ ସ୍ୱୀକୃତି

ଚାକିରି କାଳ ମଧ୍ୟରେ ଅଗ୍ନିବୀର ନେଇଥିବା ତାଲିମକୁ ଶିକ୍ଷା ମନ୍ତ୍ରଣାଳୟ ସ୍ନାତକ ଡିଗ୍ରୀ ପାଇଁ ବିଚାରକୁ ନେବଇଗନୋର ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସ୍ନାତ୍ତକ କାର୍ଯ୍ୟକ୍ରମରେ ଚାକିରି କାଳକୁ ୫୦ ପ୍ରତିଶତ କ୍ରେଡିଟ ଗୁରୁତ୍ୱ ମିଳିବ ଓ ଅବଶିଷ୍ଟ ଅନ୍ୟାନ୍ୟ ପାଠ୍ୟକ୍ରମରୁ ଆସିବକାର୍ଯ୍ୟକ୍ରମ
Read More...

ଅନୁଗୋଳଠାରେ ଇଏସ୍‌ଆଇସି ହସ୍ପିଟାଲ୍ ଓ ଝାରସୁଗୁଡ଼ାଠାରେ ଉପ-ଆଞ୍ଚଳିକ କାର୍ଯ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

ଏହି ହସ୍ପିଟାଲ୍ ମାଧ୍ୟମରେ ଅନଗୋଳ ଓ ଆଖପାଖ ଅଞ୍ଚଳର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେଶ୍ରମ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଶ୍ରମ ଶକ୍ତିର ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରୁଛି : ଶ୍ରୀ ପ୍ରଧାନଭୁବନେଶ୍ବର, ଯାଜପୁର ଓ ପାରାଦୀପଠାରେ ତିନିଟି ନୂଆ ଇଏସ୍‌ଆଇସି ହସ୍ପିଟାଲ୍ ସ୍ଥାପନ କରାଯିବ :
Read More...

ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ, ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା…

ରାୟପୁର : ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ । ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି । ଛତିଶଗଡର ଜାଂଜଗିରରେ ପାଞ୍ଚ ଦିନ ଧରି ଚାଲିଥିବା ସବୁଠୁ ବଡ ଉଦ୍ଧାର କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ରାହୁଲ ସାହୁ ନାମକ ଜଣେ ୧୧ ବର୍ଷ
Read More...

ୱାଟର ପାର୍କରେ ଦୁର୍ଘଟଣା : ସୁଇମିଂ ପୁଲକୁ ଓହ୍ଲାଇବା ମାତ୍ରେ ସ୍ଲାଇଡିଂ ବୋଟ୍‌ ଯୁବକଙ୍କ ଉପରେ ମାଡ଼ିଗଲା, ଯୁବକଙ୍କ…

ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁରରୁ ଏକ ୱାଟର ପାର୍କରେ ଏକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଆଖି ପିଛୁଳାକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ପୂର୍ବ ସିଂହଭୂମର ଘାଟଶିଲା ଗାଲୁଡିହ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ବିର୍ସା ଫନ୍‌ ସିଟି ୱାଟର ପାର୍କରେ ଏହି ଦୁର୍ଘଟଣା ଘଟିଛି
Read More...