Browsing Category
ଦେଶ ବିଦେଶ
ରାଞ୍ଚି ହିଂସା : ବ୍ୟବସାୟୀମାନେ ୧୨୦୦ କୋଟି ଟଙ୍କା କ୍ଷତି ସହିଲେ, ଅନେକ କ୍ଷେତ୍ରରେ ଧାରା ୧୪୪ ବଳବତ୍ତର
ରାଞ୍ଚି : ଜୁନ୍ ୧୦ରେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଥିବା ହିଂସା ଓ ଦଂଗା ପରେ ଏବେ ଧୀରେ ଧୀରେ ଏହି ଘଟଣାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ସହର। ଗତ ଚାରି ଦିନ ମଧ୍ୟରେ ଦଂଗାକାରୀଙ୍କ ଯୋଗୁଁ ରାଜଧାନୀର ବ୍ୟବସାୟ ଛିନ୍ଛତର୍ ହୋଇଯାଇଛି । ଝାଡ଼ଖଣ୍ଡ ଚାମ୍ବର ଅଫ୍ କମର୍ସ ଅନୁଯାୟୀ,!-->…
Read More...
Read More...
ଦିଲ୍ଲୀରେ କରୋନା ପୁନର୍ବାର ବୋବାଲ କଲା, ଗୋଟିଏ ଦିନରେ ୧୩୭୫ ନୂତନ ସଂକ୍ରମିତଙ୍କ ଚିହ୍ନଟ ପରେ ବଢ଼ିଲା ଆଶଂକା
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ଭାଇରସ୍ ବୋବଲ କରିଛି । ଗତ ତିନି-ଚାରି ଦିନ ଧରି କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ଏକ ହଜାରରୁ ଅଧିକ ନୂତନ!-->…
Read More...
Read More...
ପାକିସ୍ତାନରେ ଦୁର୍ବଳ ଅର୍ଥନୈତିକ ଅବସ୍ଥା : ଲୋକଙ୍କୁ ଚା’ ବ୍ୟବହାର ହ୍ରାସ ପାଇଁ ସରକାରଙ୍କ ନିବେଦନ
ଇସଲାମାବାଦ : ଦୁର୍ବଳ ଅର୍ଥନୈତିକ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଚା ’ବ୍ୟବହାରକୁ କମ୍ କରିବାକୁ ପାକିସ୍ତାନ ବର୍ତ୍ତମାନ ନାଗରିକମାନଙ୍କୁ ଅନୁରୋଧ କରିଛି । ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅହସାନ!-->…
Read More...
Read More...
ଯୌତୁକ ନିର୍ଯ୍ୟାତନା ମାମଲାରେ ଆହ୍ଲାବାଦ ହାଇକୋର୍ଟର ବଡ ନିଷ୍ପତ୍ତି – ୨ ମାସ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ…
ପ୍ରୟାଗରାଜ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ବୈବାହିକ ମାମଲାରେ ଏଫଆଇଆର ପଞ୍ଜିକରଣ ହେବା ପରେ ନାମିତ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ମାସର 'କୁଲ୍ ଟାଇମ୍' ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ । ଜଷ୍ଟିସ ରାହୁଲ ଚତୁର୍ବେଦୀ!-->…
Read More...
Read More...
ରାଷ୍ଟ୍ରପତି ନିର୍ବାଚନ : ଦିଲ୍ଲୀରେ ବିରୋଧୀ ବୈଠକ ଜାରି, ମହାତ୍ମା ଗାନ୍ଧୀଙ୍କ ନାତି ବିରୋଧୀ ଦଳର ପ୍ରାର୍ଥୀ…
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ବିରୋଧୀ ଦଳ ମାନଂକର ନେତାଙ୍କ ଏକ ବୈଠକ ଚାଲିଛି । ଏହି ବୈଠକରେ ଶରଦ ପାୱାର, ପିସି ଚାକୋ, ଆରଜେଡି ସାଂସଦ ମନୋଜ ଝା, ଅମର ଅବଦୁଲ୍ଲା, ମେହବୁବା ମୁଫତି, ଏଚଡି ଦେବ ଗୌଡା,!-->…
Read More...
Read More...
ଦେଶରେ ପୁଣି ଘନାଉଛି କରୋନା ବିପଦ, ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୯ ହଜାର ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ପୁଣି ଘନାଉଛି କରୋନା ବିପଦ । କରୋନା ମାମଲା ପୁଣି ଥରେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ, ୮,୮୨୨ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ କରୋନା ସଂକ୍ରମଣ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।
Read More...
Read More...
ଚୀନର ବଡ ପଦକ୍ଷେପ : ଭାରତୀୟଙ୍କ ଉପରୁ ଭିସା କଟକଣା ଉଠାଇଲା
ବେଜିଂ : ଭାରତୀୟଙ୍କ ପାଇଁ ଚୀନର ବଡ ପଦକ୍ଷେପ ଭିସା ଉପରୁ ହଟାଇଲା କଟକଣା । କରୋନା ମହାମରୀ ପାଇଁ ଚୀନ ଏହାର ଭିସା କଟକଣା କଡାକଡି କରିବାରୁ ଚୀନରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଭାରତୀୟ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ପ୍ରାୟ ୨ ବର୍ଷ ହେବ ଭାରତରେ ଫସି!-->…
Read More...
Read More...
ଜୀବନ ଜିନ୍ଦାବାଦ : ଉଦ୍ଧାର ହେଲା ରାହୁଲ, ଦୀର୍ଘ ୮୦ ଘଂଟାର ଖନନ ପ୍ରକ୍ରିୟା ପରେ ମିଳିଲା ସଫଳତା
ରାୟପୁର : ଜୀବନ ଜିନ୍ଦାବାଦ । ଉଦ୍ଧାର ହେଲା ରାହୁଲ । ଦୀର୍ଘ ୮୦ ଘଂଟାର ଖନନ ପ୍ରକ୍ରିୟା ପରେ ମିଳିଲା ସଫଳତା । ଦୀର୍ଘ ୫ ଦିନ, ୪ ରାତି ବୋରୱେଲର ସଂକୀର୍ଣ୍ଣ ଗାତ ଭିତରେ ଫସିଥିବା ରାହୁଲ ଗତ ବିଳମ୍ବିତ ରାତିରେ ଉଦ୍ଧାର ହେଲା । ବୋରୱେଲର ଗାତରେ ଦୀର୍ଘ ୧୦୫ ଘଣ୍ଟା କାଳ ମରଣ ସହ ସଂଘର୍ଷ!-->…
Read More...
Read More...
ଜାଂଜଗିରରେ ବୋରୱେଲ ଗର୍ତ୍ତ ଭିତରୁ ରାହୁଲକୁ ଉଦ୍ଧାର କାର୍ଯ୍ୟ ଜାରି : ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର କରାଯିବ ବୋଲି…
ରାୟପୁର : ଜାଂଜଗିରରେ ବୋରୱେଲ ଗର୍ତ୍ତ ଭିତରୁ ରାହୁଲକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର କରାଯିବ ବୋଲି ରେସ୍କ୍ୟୁ ଟିମ୍ ପକ୍ଷରୁ ଦାବୀ କରାଯାଇଛି । ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ରାହୁଲକୁ ଉଦ୍ଧାର କରାଯିବ ବୋଲି କୁହାଯାଉଛି । ରାହୁଲ ସାହୁ ନାମକ ଜଣେ!-->…
Read More...
Read More...
ଆସନ୍ତା କାଲି ପୁଣି ରାହୁଲ ଗାନ୍ଧୀ ହାଜର୍ ହେବେ ଇଡ଼ି ପାଖରେ
ନୂଆଦିଲ୍ଲୀ : ଆସନ୍ତା କାଲି ପୁଣି ରାହୁଲ ଗାନ୍ଧୀ ହାଜର୍ ହେବେ ଇଡ଼ି ପାଖରେ । ଏନେଇ ଇଡ଼ି ସମନ୍ ଜାରି କରିଛି । ସୂଚନାଯୋଗ୍ୟ ଯେ, ଗତକାଲି ଦୀର୍ଘ ୧୦ ଘଂଟା ଏବଂ ଆଜି ଦୀର୍ଘ ୯ ଘଂଟା ଇଡ଼ି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜେରା କରାଯିବା ପରେ ଆସନ୍ତା କାଲି ପୁଣି ସେ ଇଡ଼ି ପାଖରେ ଉପସ୍ଥିତ!-->…
Read More...
Read More...