Browsing Category
ଦେଶ ବିଦେଶ
ଆସାମରେ ବନ୍ୟାର କରାଳ ରୂପ : ବୁଡ଼ିଲା କ୍ୟାନସର ହସ୍ପିଟାଲ, ରାସ୍ତା ଉପରେ ଚିକିତ୍ସିତ ହେଉଛନ୍ତି ରୋଗୀ
ଦିସପୁର : ଆସାମ କଚ୍ଛାର ଜିଲ୍ଲା ସିଲଚର କସ୍ୱେର ସ୍ଥିତ ଏକ କ୍ୟାନସର୍ ହସ୍ପିଟାଲ ବନ୍ୟା ପାଣିରେ ବୁଡ଼ି ଯାଇଥିବା ଖବର ମିଳିଛି । ଏନେଇ କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ରବି କନ୍ନନ କହିଛନ୍ତି ଯେ, କ୍ୟାନସର ରୋଗୀଙ୍କ ପାଇଁ ଗୋଟିଏ ଦିନ ବି ବନ୍ଦ କରାଯାଇ ପାରିବ ନାହିଁ । ଏଭଳି ସ୍ଥିତିରେ!-->…
Read More...
Read More...
ଭୁଶୁଡ଼ିଲା ୪ ମହଲା କୋଠା, ୧ ମୃତ
ମୁମ୍ବାଇ : ମୁମ୍ବାଇସ୍ଥିତ କୁର୍ଲାର ନାଇକ୍ ନଗରରେ ଭୁଶୁଡିଲା ଚାରି ମହଲା କୋଠା । କୁହାଯାଉଛି କି ଏହି କୋଠାରେ ପାଖାପାଖି ୨୧ଜଣ ଲୋକ ଥିଲେ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ବିଏମସିର ବିପର୍ଯ୍ୟୟ ବିଭାଗ ଅନୁଯାୟୀ ପାଖାପାଖି ୧୨ଜଣ ଲୋକଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ!-->…
Read More...
Read More...
୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷ ପାଇଁ ସର୍ବପ୍ରଥମ ପିଜିଆଇ-ଡି ରିପୋର୍ଟ ପ୍ରକାଶିତ
ଶିକ୍ଷା ମନ୍ତ୍ରଣାଳୟ ୨୦୧୮ – ୧୯ ଏବଂ ୨୦୧୯ – ୨୦ ବର୍ଷ ପାଇଁ ସର୍ବପ୍ରଥମ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ-ଡି) ଉପରେ ରିପୋର୍ଟ ପ୍ରକାଶ କରିଛନ୍ତିପିଜିଆଇ-ଡି ରିପୋର୍ଟ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଗୁଡିକର ୨୦୧୮ – ୧୯ ନିମନ୍ତେ ୭୨୫ଟି ଜିଲ୍ଲା ଏବଂ ୨୦୧୯-!-->…
Read More...
Read More...
କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା
ତାଳଚେର ବଲଣ୍ଡା ଅଂଚଳରେ ପତିତ ଜମିକୁ ଚାଷ ଉପଯୋଗୀ କରାଯିବ- ଧର୍ମେନ୍ଦ୍ର ପ୍ରଧାନ• ବୈଜ୍ଞାନିକ ପ୍ରଣାଳିରେ ଚାଷ କାର୍ୟ୍ୟ କରିବା ଉପରେ ଗୁରୁତ୍ୱାରୋପ• କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରାଯିବ
ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ପତିତ ଜମିର ପୁନରୁଦ୍ଧାର କରି!-->!-->!-->…
Read More...
Read More...
ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍
୨୮ ଜୁନ, ୨୦୨୨ରେ ଖୋଲାଯିବ ଅନଲାଇନ୍ ବିଡ୍କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ପଞ୍ଚଦଶ ପର୍ୟ୍ୟାୟ ନିଲାମୀଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ପଞ୍ଚମ ପର୍ୟ୍ୟାୟ ନିଲାମୀ ଏବଂ କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ!-->…
Read More...
Read More...
କଣ୍ଟେଣ୍ଟ କ୍ରିଏସନ ଓ ପୋଷ୍ଟ ପ୍ରଡକ୍ସନ କ୍ଷେତ୍ରରେ ଭାରତ ବୈଶ୍ୱିକ ହବ୍ରେ ପରିଣତ ହେବାକୁ ପ୍ରସ୍ତୁତ : ସୂଚନା ଓ…
ଗଣମାଧ୍ୟମ ଓ ମନୋରଞ୍ଜନ ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ୪ଲକ୍ଷ କୋଟି ଟଙ୍କା ଛୁଇଁବଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ!-->!-->!-->…
Read More...
Read More...
ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ; ରଥଯାତ୍ରାରେ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଯାତ୍ରା କରନ୍ତି ମହାପ୍ରଭୁ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ପାଇଁ ମୋତେ ଆପଣ ସମସ୍ତଙ୍କର ଅନେକ ଚିଠି ମିଳିଛି । ସାମାଜିକ!-->!-->!-->…
Read More...
Read More...
ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ବିଏସ୍ପିର ସମର୍ଥନ ଘୋଷଣା
ଲକ୍ଷ୍ମୌ : ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଶନିବାର ରାଜଧାନୀ ଲକ୍ଷ୍ମୌରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ମାୟାବତୀ କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତିଙ୍କ ପ୍ରାର୍ଥିନୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ!-->…
Read More...
Read More...
ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ସରକାରୀ ବାସଭବନ
ନୂଆଦିଲ୍ଲୀ : ନାମାଙ୍କନ ପତ୍ର ଦାଖଲ ପରେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ସରକାରୀ ବାସଭବନ ଅସ୍ଥାୟୀ ଭାବେ ଯୋଗାଇ ଦିଆଯାଇଛି । ଓଡ଼ିଶା ଭବନ ନିକଟ ଉମାଶଙ୍କର ଦିକ୍ଷୀତ ମାର୍ଗର ୪ ନମ୍ବର ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଛି ।
!-->!-->…
Read More...
Read More...
ଆଇବି ନିର୍ଦ୍ଦେଶକ ହେଲେ ତପନ ଡେକା ହେଲେ ଆଇବି ନିର୍ଦ୍ଦେଶକ
ନୂଆଦିଲ୍ଲୀ : ଆଇବି ନିର୍ଦ୍ଦେଶକ ଭାବେ ନିୟୋଜିତ ହୋଇଛନ୍ତି ତପନ ଡେକା । ବରିଷ୍ଠ ଆଇପିଏସ୍ ଅଫିସର ତପନ କୁମାର ଡେକାଙ୍କୁ ଶୁକ୍ରବାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନର ଆଇବି ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ!-->…
Read More...
Read More...