Browsing Category
ଅପରାଧ
ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ : ଆକ୍ରମଣକାରୀ ଫେରାର୍
ଦିଗପହଣ୍ଡି : ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନସ୍ଥ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ମୃତକ ବଚନ ସ୍ୱାଇଁ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା!-->…
Read More...
Read More...
୪୭ କେଜି ଗଞ୍ଜେଇ ସହ ଜବତ୍ ହେଲା କାର୍ : ୧ ଗିରଫ
ଭଞ୍ଜନଗର : ଆଜି ଅସୁରବନ୍ଧ ଗ୍ରାମ ନିକଟସ୍ଥ ଦାନ୍ତଲିଙ୍ଗି ଛକ ଠାରେ ଏକ କାର୍ରେ ଚାଲାଣ ହେଉଥିବା ୪୭ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ । ଗଂଜେଇ ଚୋରା ଚାଲାଣକାରୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳର ଶେଷଦେବ ମାଲିକୁ ମଧ୍ୟ ଗିରଫ କରାଯାଇଛି ।!-->…
Read More...
Read More...
ସ୍ପଷ୍ଟ ଦିବାଲୋକରେ ଡକାୟତି : ତିନି ଲକ୍ଷ ପଚାଶ ହାଜର ଟଙ୍କା ଲୁଟ୍
ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଖପ୍ରାଖୋଲ ବ୍ଲକର ବୁଡ଼ିବାହାଲ ଗ୍ରାମର ମାନସ ସାହୁ ଓ ସାଇରମ ସାହୁ ଧଣ୍ଡାମୁଣ୍ଡା ଗ୍ରାମର କିଓସ୍କ ବ୍ୟାଙ୍କକୁ ଯାଉଥିବା ବେଳେ ପାଟଣାଗଡ ବଥର୍ଲା ଗ୍ରାମ ନିକଟରେ ଦୁଇଟି ପଲସର ଗାଡିରେ ଛଅ ଜଣ ଦୁର୍ବୃତ୍ତ ଆସି!-->…
Read More...
Read More...
ମହୁଲ ପୋଚ ଓ ଦେଶୀ ମଦ ଜବତ : ୧ ଗିରଫ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଧାରୁଆଡିହି ଥାନା ଅନ୍ତର୍ଗତ ବିରବିରା ପଞ୍ଚାୟତର ତଲସରା ଗ୍ରାମରୁ ମହୁଲ ପୋଚ ଓ ଦେଶୀ ମଦ ଜବତ କରାଯାଇ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନାରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଏହି ଗ୍ରାମରେ ଶ୍ରୀକର ମାଝି ମହୁଲି ମଦ!-->…
Read More...
Read More...
୬୧ କେଜି ଗଞ୍ଜେଇ ଜବତ କଲା ପଦ୍ମପୁର ପୋଲିସ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବୌଦ୍ଧରୁ ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମକୁ ଚାଲାଣ ହେଉଥିବା ସମୟରେ ବିପୁଳ ମାତ୍ରାର ଗଞ୍ଜେଇ ଧରିଲା ପଦ୍ମପୁର ପୋଲିସ । ବିଶେଷ ସୁତ୍ରରୁ ସୂଚନା ପାଇ ବରଗଡ ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସର ଏକ ଟିମ ପଦ୍ମପୁର ଥାନା ଅନ୍ତର୍ଗତ ଜମଲା ଗ୍ରାମ!-->…
Read More...
Read More...
ଲୁଟେରାମାନେ ଝାମ୍ପିନେଲେ ମହିଳାଙ୍କ କାନଫୁଲ
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଥମୁନି ଲୁଟ୍ ଘଟଣା । ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ଲୁଟିଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଚଂଳର କୈଳାସ ବିହାରରେ ଜଣେ ମହିଳାଙ୍କ କାନରୁ କାନଫୁଲ । ସୂଚନା ଅନୁସାରେ ମହିଳା ଜଣକ ସକାଳ ସମୟରେ ଫୁଲ ତୋଲିବା ପାଇଁ ଯାଇ ପଡେ଼ାଶୀ ଘର ପାଖରେ ଠିଆ!-->…
Read More...
Read More...
ଫେଲ୍ ମାରିଲା ଲୁଟେରାଙ୍କ ୨୪ ଲକ୍ଷ ଟଙ୍କା ଲୁଟ୍ ଉଦ୍ୟମ
ରାଉରକେଲା : ଫେଲ୍ ମାରିଲା ଲୁଟେରାଙ୍କ ଲୁଟ୍ ଉଦ୍ୟମ । ଘଟଣାଟି ରାଉରକେଲାର ରଘୁନାଥପଲ୍ଲୀ ଥାନାରୁ ୨୦୦ ମିଟର ଗଲାପରେ ଏହି ଘଟଣା ଘଟିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଦିନ ବେଳା ଏକ ଘୋରୋଇ ସୁନା କମ୍ପାନୀର କର୍ମଚାରୀ ପିଙ୍କୁ ସୁନା କଲେକସନ୍ର ୨୪ ଲକ୍ଷ ଟଙ୍କା ଧରି ବାଇକ୍ ରଖି!-->…
Read More...
Read More...
ବଜ୍ରକାପ୍ତା ଉଦ୍ଧାର : ୨ ଅଭିଯୁକ୍ତ ଗିରଫ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଳା ରାଜକୋଠି ଠାରେ ଓଡିଶା କ୍ରାଇମ୍ ବ୍ରାଂଚ ସ୍ପୋସାଲ୍ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ପକ୍ଷରୁ ବଜ୍ରକାପ୍ତା ଉଦ୍ଧାର କରାଯାଇ ଥିବାର ଖବର ମିଳିଛି ।
ସୂଚନା ଅନୁସାରେ ଏସଟିଏଫ୍କୁ ବଜ୍ରକାପ୍ତା ଚୋରା ଚାଲଣାର ଖବର ମିଳିବାରୁ!-->!-->!-->!-->!-->…
Read More...
Read More...
ଜୁଆ ଆଡ୍ଡା ଚଢ଼ାଉ : ୮ ଜୁଆଡି ଗିରଫ ସହ ୪୫ ହଜାର ଟଙ୍କା ଜବତ
ଗଂଜାମ : ଆସିକା ବ୍ଲକର ପାଣ୍ଡିଆପଥର ପଂଚାୟତ ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମରେ ଜୁଆ ଖେଳ ଚାଲିଥିବା ବେଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ ଜୁଆଡି ସହ ତାଙ୍କ ନିକଟରୁ ୪୫ ହଜ଼ାର ଟଙ୍କା, ୮ଟି ମୋବାଇଲ ଓ ୪ ଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର!-->…
Read More...
Read More...
୧୫୦ କେନ୍ଦୁ ଗଣ୍ଡି ଓ ଟ୍ରାକ୍ଟର ଜବତ କଲା ବନ ବିଭାଗ
ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଶାନ୍ତିନଗରର ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ ଗଣ୍ଡି ସମେତ ୨ଟି ଟ୍ରାକ୍ଟର ଜବତ କରିଛି ବନ ବିଭାଗ । ହେଲେ ଏହି ବନ ମାଫିଆ କିଏ ଓ ଗାଡି କାହାର ଏପର୍ୟ୍ୟନ୍ତ ଜଣାପଡି ନାହିଁ!-->…
Read More...
Read More...