Browsing Category

ଅପରାଧ

ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ

ପୁରୀ : ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ । ଅଖିଳେଶ୍ୱର ସିଂହ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୁଣା ଅପରାଧଗୁଡ଼ିକୁ ତଦନ୍ତ ଆରମ୍ଭ କରିଥିବା ବେଳେ ୮ ବର୍ଷ ତଳର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନା ସିଂହାରୀ ହତ୍ୟାକାଣ୍ଡ ମାମଲାରେ
Read More...

ମାରଣାନ୍ତକ ଆକ୍ରମଣ ଓ ଲୁଟ୍‌ ଅଭିଯୋଗ : ୨୫ ହଜାର ଟଙ୍କା ଓ ସୁନା ଲକେଟ୍‌ ଲୁଟିନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତରପ୍ରଦେଶ ଅଞ୍ଚଳରୁ ଦୀର୍ଘ ବର୍ଷ ହେଲା ବଲାଙ୍ଗିରକୁ ଆସି ସିଲିଂ ମିସ୍ତ୍ରୀ ଭାବେ କାମ କରୁଥିବା ବିରେନ୍ଦ୍ର କୁମାର ଲୁଟ୍‌ର ଶିକାର ହୋଇଥିବା ଖବର ମିଳିଛି । ବଲାଙ୍ଗିର କଂସାରୀପଡ଼ା ନିକଟ‌ସ୍ଥ ଧୋବାପଡ଼ାରେ ଘର କରି ରହୁଥିବା ଶ୍ରୀ କୁମାରଙ୍କୁ ମଦ ପିଇବା
Read More...

ପାଟଣାଗଡ ପୋଲିସର ବଡ ସଫଳତା : ଅଂଚଳରେ ଲୁଟ ମଚାଇଥିବା ଗ୍ୟାଙ୍ଗ ଗିରଫ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ପାଟଣାଗଡ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଅଂଚଳରେ ଲୁଟ ତରାଜ ମଚାଇଥିବା ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଗତ ୧୫.୧୦.୨୦୨୦ରେ ପାଟଣାଗଡ ମେହେରପଡାର ଅନିଲ ମେହେର ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ୨ଜଣ ଦୁର୍ବୃତ୍‌ତ୍ତ ଆସି ଖେଲଣା
Read More...

ଲୋଇସିଂହରେ ଲୁଟେରା ସକ୍ରିୟ : ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ, ପୋଲିସ ହାତ ଖାଲି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି । ଲୋଇସିଂହା ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏକ ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଅଂଚଳରେ ଲୁଟପାଟ ବୃଦ୍ଧି ପାଇଥିଲେ ମଧ୍ୟ
Read More...

ଅଭିନବ ଉପାୟରେ ଦେଶୀ ମଦ ବିକ୍ରି କରୁଥିବା ଯୁବକ ଗିରଫ୍‌ : ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିନବ ଉପାୟରେ ରନ୍ଧା ଦେଶୀ ମଦ ବିକ୍ରି କରୁଥିବା ଜଣେ ଯୁବକ ଗିରଫ୍‌ ହୋଇଥିବା ବେଳେ ତା’ପାଖରୁ ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ କରିଛି ପୋଲିସ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ସହରର
Read More...

ନୃଶଂସ ଘଟଣା : ଯୁବକଙ୍କୁ ପିଟିପିଟି ହତ୍ୟା

ରାଉରକେଲା : ରାଉରକେଲାରେ ଏକ ନୃଶଂସ ଘଟଣା ଘଟିଛି । ଟ୍ରାଫିକ ଗେଟ ମାର୍କେଟ ଅଂଚଳରେ ଗତକାଲି ରାତିରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଉଛନ୍ତି ସାଗର ରାଏ । ତେବେ ଏହି ଆକ୍ରମଣରେ ସାଗରଙ୍କ ବନ୍ଧୁ ପ୍ରକାଶ ସେଠୀ ମଧ୍ୟ ଗୁରୁତର
Read More...

ସମ୍ବଲପୁର ରୋଡ ଡକାୟତି ଘଟଣା : ଦୁଇ ଲୁଟେରା ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୋଲିସ ଡକାୟତି ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଇନ୍ଦ୍ରଜିତ ଘିବେଲା(୧୯) ଓ କୁନା ବିଶି (୨୧) ହୋଇଥିବା ବେଳେ ଉଭୟ ଅଭିଯୁକ୍ତ ସ୍‌ସ୍ଥାନୀୟ ମାଧିଆପାଲି ବାସିନ୍ଦା ବୋଲି ଜଣାପଡିଛି । ତେବେ ଏହି ମାମଲାରେ
Read More...

ସଟ୍ଟା ଚଢ଼ାଉ, ୨ ଗିରଫ

ଦେଓଗାଁ, (ମନିଷ କୁମାର ସାହୁ) : ଟଙ୍କାକରେ ଅଶୀ ଟଙ୍କାର ମୋହରେ ପଡ଼ି ଲୋକେ ସଟ୍ଟା ଖେଳୁଛନ୍ତି । ପିଲା, ବୁଢା, ଟୋକା, ସ୍କୁଲ କଲେଜ ଛାତ୍ର, ମହିଳା ଅନେକେ ଏହି ବେଆଇନ ସଟ୍ଟା ଖେଳର ମୋହରେ ପଡିଥିବା ଦେଖିବୁାକୁ ମିଳୁଛି । ଦିନ ସାରା ବିଭିନ୍ନ ପଡ଼ାରେ ସଟ୍ଟା ପଟି ଲେଖାଯିବା ସହ ଓପନ, କ୍ଲୋଜ,
Read More...

ଟିଟିଲାଗଡ ପୋଲିସର ବଡ଼ ସଫଳତା : ଜୁଆ ଆଡ୍ଡା ଚଢ଼ଉ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଅଞ୍ଚଳରେ ବହୁ ଦିନରୁ ଧରି ଜୁଆ ଆଡ୍ଡାଗୁଡିକ ନିଶ୍ଚିନ୍ତ ଭାବରେ ଚାଲିଥଲା । ଛୋଟ ବଡ଼ ଅନେକ ଲୋକ ଜୁଆ ଆଡ୍ଡା ଜମାଇଛନ୍ତି । ଅକ୍ଟୋବର ୨୭ ତାରିଖ ଦିନ ସନ୍ଧ୍ୟାରେ ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମନୋଜ
Read More...

ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବେଆଇନ ମଦ ମାଫିଆ, ଜୁଆ, ସଟ୍ଟା, ଚୋର ଡକାୟତଙ୍କ ବିରୋଧରେ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟା ଦଶମୀରୁ ଶପଥ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲାର ବିଭିନ୍ନ ଥାନାମାନଙ୍କୁ ବେଆଇନ କାର୍ଯ୍ୟକଳାପଗୁଡିକୁ ରୋକ୍‌ ଲଗାଇବା
Read More...