Browsing Category

ବିଚିତ୍ରା

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା : ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ରୁଷ ରାଷ୍ଟ୍ରପତି ପୁତିନ୍ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟୀକା ରୁଷ ଆଣିଛି ବୋଲି ସେ କହିଛନ୍ତି । ତେବେ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ପୁତିନ୍ ଙ୍କ କନ୍ୟାଙ୍କୁ ବିଶ୍ୱର ପ୍ରଥମ କରୋନା ଟୀକା ଦିଆଯାଇଛି । ରୁଷ
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟିର ବୟୋଜ୍ୟେଷ୍ଠ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି । ଏବେ ସେ ୮୨ ବର୍ଷ ଅତିକ୍ରମ
Read More...

ଭାରତର କରୋନା ସୁସ୍ଥତା ହାର ଟପିଲା ୧୫ ଲକ୍ଷ

• ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୪,୮୫୯ ଜଣ ସୁସ୍ଥ• ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷରୁ ଅଧିକ• ପୁଣି ହ୍ରାସ ପାଇ ମୃତ୍ୟୁ ହାର ପହଞ୍ଚିଲା ୨ ପ୍ରତିଶତକୁ ନୂଆଦିଲ୍ଲୀ, (ପିଆଇବି) : ଭାରତରେ କନୋନା ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୧୫ ଲକ୍ଷ ଟପିଛି । ଦ୍ରୁତ ପରୀକ୍ଷଣ,
Read More...

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତର ୩୫୪ ଗାଁରେ ସରକାର ଯୋଗାଇବେ ମୋବାଇଲ ସଂଯୋଗ ସୁବିଧା: ରବିଶଙ୍କର ପ୍ରସାଦ

• ଉପଗ୍ରହଭିତ୍ତିକ ଡିଏସ୍‌ପିଟି ବ୍ୟବସ୍ଥାରେ ସେନା, ସୀମା ସୁରକ୍ଷା ବାହିନୀ, ସୀମାନ୍ତ ସଡ଼କ ପ୍ରତିଷ୍ଠାନ, ସିଆରପିଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବିକୁ ୧୩୪୭ ସ୍ଥାନରେ ମୋବାଇଲ ସେବା ଯୋଗାଇ ଦିଆଯାଉଛି• ଟେଲିକମ୍‌ ବିଭାଗ ପକ୍ଷରୁ ମଧ୍ୟ ଦେଶର ୬୮ଟି ଆକାଂକ୍ଷୀ ଜିଲାରେ ସେବା ନଥିବା ଗାଁକୁ
Read More...

ଅଗଷ୍ଟ ୧୨ରେ ଆସିବ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ସାରା ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରି ସାରିଥିବା ବେଳେ କରୋନାକୁ ନେଇ ବିଶ୍ୱବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, କରୋନା ଟୀକା ଆସିବ କେବେ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁସାରେ ସାରା ବିଶ୍ୱରେ ୨୧ରୁ ଉର୍ଧ ଟୀକାକରଣ କ୍ଲିନିକାଲ୍ ଟ୍ରାଏଲ୍
Read More...

ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ

ମୁମ୍ବାଇ, (କେପିଏନ୍ଏସ୍) : ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗତକାଲି ସଂଧ୍ୟାରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ବେଳେ ସଂଗେ ସଂଗେ ତାଙ୍କ କୋଭିଡ୍
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଭଲ୍ଲାଲଦେବ

ହାଇଦ୍ରାବାଦ, (କେପିଏନ୍ଏସ୍): ତେଲୁଗୁ ସିନେମାରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତା ତଥା ‘ବାହୁବଳୀ’ଚଳଚୀତ୍ରର ଖଳନାୟକ ରାଣା ଦଗ୍ଗୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପ୍ରେମିକା ମିହିକା ବଜାଜଙ୍କୁ ହାଇଦ୍ରବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡି ପରମ୍ପରାରେ ବିବାହ
Read More...

ବଲାଙ୍ଗିର ମାଟିର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ‘ଗଗନଯାନ’ ଟିମରେ ସାମିଲ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟିର ତଥା ଓଡ଼ିଶା ରାଜ୍ୟର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ଏବେ ମିସନ ‘ଗଗନଯାନ’ ପାଇଁ ମନୋନୀତ ହୋଇଥିବା ବେଳେ ଏଥିପାଇଁ ସେ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ‘ଗଗନଯାନ’ ତାଲିକାରେ ତାଙ୍କ ନାମ ପ୍ରକାଶିତ ହେବା ପରେ ସାରା ଓଡ଼ିଶାରେ
Read More...

କରୋନା ମୁକ୍ତ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ୨୯ ଦିନ ଧରି ଚିକିତ୍ସିତ ହେବା ପରେ କରୋନା ମୁକ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କ ପିତା ଅମିତାଭ ବଚ୍ଚନ ଏହା ପୂର୍ବରୁ କରୋନାରୁ ଆରୋଗ୍ୟ
Read More...

ଲକ୍‌ଡ଼ାଉନ୍‌ରେ ବିଦେଶୀ ଫଳ ଡ଼୍ରାଗନ୍ ଦେଇଛି ବଞ୍ଚିବାର ରାହା

ଯୁବ ଡ଼୍ରାଗନ୍ ଚାଷୀଙ୍କ ସଫଳ କାହାଣୀକଳାହାଣ୍ଡି, (କେପିଏନେସ) : ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ ପାଆନ୍ତି ସେଠାକାର ଲୋକେ । ତେବେ ଧୀରେ ଧୀରେ ଭାରତର ବିଭିନ୍ନ ପ୍ରାନ୍ତରେ
Read More...