pakka

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା : ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ରୁଷ ରାଷ୍ଟ୍ରପତି ପୁତିନ୍ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟୀକା ରୁଷ ଆଣିଛି ବୋଲି ସେ କହିଛନ୍ତି । ତେବେ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ପୁତିନ୍ ଙ୍କ କନ୍ୟାଙ୍କୁ ବିଶ୍ୱର ପ୍ରଥମ କରୋନା ଟୀକା ଦିଆଯାଇଛି । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟୀକାକୁ ମଂଜୁରି ଦେଇଥିବା ବେଳେ ଅତିଶୀଘ୍ର ଏହି ଟୀକା ଉପଲବ୍ଧ ହୋଇ ପାରିବ ବୋଲି ମଧ୍ୟ ରାଷ୍ଟ୍ରପତି ନିଜ ଘୋଷଣାରେ କହିଛନ୍ତି ।

Leave A Reply

Your email address will not be published.

sixteen − 4 =