Browsing Category

ଘର ଓ ସ୍ୱାସ୍ଥ୍ୟ

ମୁଣ୍ଡ ଦରଜ ଓ ଚିଡ଼ିଚିଡ଼ାପଣ ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ମୁଣ୍ଡ ଦରଜ ଓ ଚିଡ଼ିଚିଡ଼ାପଣ ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ । ଏଣୁ ଏମିତି ଲକ୍ଷଣ ଦେଖାଗଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଉଚ୍ଚ ରକ୍ତଚାପ ଜୀବନ ପ୍ରତି ଅତ୍ୟନ୍ତ ଘାତକ ରୂପ ନେଇଥାଏ । ଏଣୁ ଅବହେଳା ନିହାତି ବର୍ଜନୀୟ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ଯଦି
Read More...

ଦୀପାବଳି ପାଳନ ବେଳେ ଶ୍ୱାସ ରୋଗୀ ସାବଧାନ ହୁଅନ୍ତୁ

ଶ୍ୱାସ ରୋଗୀଙ୍କ ପାଇଁ ଧୂଆଁ ବିପଦ ସୃଷ୍ଟି କରିଥାଏ । ପୁଣି ଦୀପାବଳି ପାଳନ ସମୟରେ ବାଣଫୁଟାର ବାରୁଦ ଗନ୍ଧ ସେମାନଙ୍କ ପାଇଁ ଆହୁରି ମାରାତ୍ମକ । ଏଣୁ ଦୀପାବଳି ପାଳନ ସମୟରେ ଶ୍ୱାସ ରୋଗୀ ବିଶେଷ ସାବଧାନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ । ନିମ୍ନରେ ଦିଆଯାଇଥିବା ଟିପ୍ସ ମାନି ଚଳିବା
Read More...

ବର୍ଦ୍ଧିତ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଫଳପ୍ରଦ ଅମୃତଭଣ୍ଡା

ୟୁରିକ୍ ଏସିଡ୍ ବୃଦ୍ଧି ଶରୀରର ମାଂସପେଶୀରେ ପ୍ରଦାହ ସୃଷ୍ଟି କରେ । ଏହା ସହିତ ଏଥିଯୋଗୁଁ ଶରୀରର ଅନେକ ଅଙ୍ଗରେ ମଧ୍ୟ ଯନ୍ତ୍ରଣା ହୁଏ । ଏହି ଯନ୍ତ୍ରଣା ଶରୀରର ଅନେକ ସ୍ଥାନରେ ଦେଖାଯାଏ । ଯେତେବେଳେ ଏହି ସମସ୍ୟା ବଢେ଼, ଲୋକମାନେ ଆର୍ଥ୍ରାଇଟିସ୍ ବ୍ୟତୀତ ଅନ୍ୟାନ୍ୟ ଅନେକ ରୋଗର ଶିକାର
Read More...

ମଧୁମେହ ରୋଗୀଙ୍କ ପାଇଁ କିଛି ନିହାତି ଜାଣିବା କଥା

ମଧୁମେହ ରୋଗୀ ମାନେ କିଛି ଦିଗ ପ୍ରତି ସତର୍କତା ଅବଲମ୍ବନ କଲେ, ସେମାନେ ସୁସ୍ଥ ରହିବାର ଅନେକ ସମ୍ଭାବନା ରହିଥାଏ । ଆସନ୍ତା ଏ ସଂପର୍କରେ ଆଜି ଆଲୋଚନା କରିବା । ମଧୁମେହ ରୋଗୀ ନିତିଦିନିଆ ଜୀବନ ଯାପନରେ ଶୃଙ୍ଖଳା ରକ୍ଷା କରିବା ଏକାନ୍ତ ଆବଶ୍ୟକ । ଉଚିତ ମାତ୍ରାରେ ଠିକ୍‌ ସମୟରେ ଖାଇବା,
Read More...

ଯଦି ଫୁସଫୁସକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଏହି ଜିନିଷଗୁଡ଼ିକୁ କେବେ ବି ଖାଆନ୍ତୁ ନାହିଁ : ଫୁସଫୁସରେ କ୍ଷତି…

ସନ୍ତୁଳିତ ଖାଦ୍ୟ ଫୁସଫୁସକୁ ସୁସ୍ଥ ରଖିବା ସହିତ ଶରୀରକୁ ବଳିଷ୍ଠ ରଖିବାରେ ସହାୟକ ହୋଇଥାଏ । ସାଧାରଣତଃ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଖାଦ୍ୟ ସମୂହରୁ ବିଭିନ୍ନ ଖାଦ୍ୟ ଖାଇବା ଉଚିତ । ମାତ୍ର ଧୂମପାନ ସହିତ କିଛି ଜିନିଷ ରହିଛି, ଯାହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ ।
Read More...

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ : ମସ୍ତିଷ୍କ ଟ୍ୟୁମର କ’ଣ ଓ ଏହାର ଲକ୍ଷଣ କ’ଣ, ଜାଣିବା ଆସନ୍ତୁ

ପ୍ରତିବର୍ଷ ୮ ଜୁନ୍‌ରେ ବିଶ୍ୱ ଟ୍ୟୁମର ଦିବସ ପାଳନ କରାଯାଏ । ଏହି ମାରାତ୍ମକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଶୀଘ୍ର ନିରାକରଣ ପାଇଁ ଏହା ୨୦୦୦ ମସିହାରେ ଜର୍ମାନ ବ୍ରେନ୍ ଟ୍ୟୁମର୍ ଆସୋସିଏସନ୍ ଦ୍ୱାରା ଆରମ୍ଭ ହୋଇଥିଲା । ମସ୍ତିଷ୍କ ଟ୍ୟୁମର ରୋଗୀ ଏବଂ ସେମାନଙ୍କ ପରିବାର
Read More...